ଖପ୍ରାଖୋଲରେ ରକ୍ଷା ବନ୍ଧନ ଉତ୍ସବ ଯବାନ କୁ ବାନ୍ଧିଲେ ରାଖି

34 0

ଖପ୍ରାଖୋଲ :୧୧/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ର ବିଭିନ୍ନ ଗାଁ ରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ମାନଙ୍କରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଥିବା ବେଳେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ପୋଲିସ ଏବଂ ସିଆରପିଏଫ ଯବାନ ଙ୍କୁ ରକ୍ଷା ବନ୍ଧନ କରାଯାଇଥିଲା ।

ହରିଶଙ୍କର ସିଆରପିଏଫ ଏ.ସି ସତ୍ୟବୀର ସିଂହ ସମେତ ଯବାନ ମାନଙ୍କୁ ରାଖୀ ବାନ୍ଧିଥିଲେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବନମାଲ ଶାଖା ର ବ୍ରହ୍ମ କୁମାରୀ ଲକ୍ଷ୍ମୀ ଭଉଣୀ , ସବିତା ଭଉଣୀ , ଶ୍ୟାମ ଭାଇ , ଉମାକାନ୍ତ ଭାଇ , ବିଜୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ବରୀରେ ବନ୍ୟା, ବରୀ-କଳାମାଟିଆ ଯୋଗାଯୋଗ ବିଛିନ୍ନ, ଜିଲ୍ଲାପାଳଙ୍କ ବନ୍ୟାଂଚଳ ପରିଦର୍ଶନ

Posted by - August 27, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । ନୂଆନଈର ବନ୍ୟା ଜଳ ମାଡିଆସି ବରୀ-କଳାମାଟିଆ ରାସ୍ତା ସାଇ ମନ୍ଦିର…

ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି ଓ ମୁ ଭଲ ଓଡିଆ କହିପାରେ :ନବୀନ ପଟ୍ଟନାୟକ

Posted by - April 9, 2019 17
ଭୁବନେଶ୍ବର :୦୮/୦୪ ଜାତୀୟ ଗଣମାଧ୍ୟମକୁ ନୀବନ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି। ବିଜେଡିର ଉତ୍ତରାଧିକାରୀ ସଂକର୍ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉପଯୁକ୍ତ ସମୟରେ…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ଗିରଫ ଦାବିରେ ଯୁବ କଂଗ୍ରେସର ରାସ୍ତାରୋକ

Posted by - January 18, 2021 0
କେଉଁଝର : ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଯୁବ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିଲେ।  କେଉଁଝର ଟାଉନ ଥାନା…

ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର କଲେ ଗ୍ରାମ ବାସୀ

Posted by - May 2, 2021 0
ବାରଙ୍ଗ:(ସନ୍ତୋଷ ରାଉତ ) ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କଲେ ଗ୍ରାମ ବାସୀ, ଆଜି ସକାଳ ୮ ସମୟରେ, କଳାରାହାଙ୍ଗ ଗ୍ରାମର ଜଳେଶ୍ବର…

ଆରମ୍ଭ ହେଲା ବିଧାନସଭା ଉଠିଲା ମାସ୍କ ଦୁର୍ନୀତି କଥା

Posted by - September 30, 2020 0
ମହାମାରୀ କରୋନା କାଳରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ…