ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସି.ଆଇ.ଟି.ୟୁ. ଏବଂ ଏ.ଆଇ.କେ.ଏସ.ର ମିଳିତ ବିକ୍ଷୋଭ

32 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭାରତ ଛାଡ ଆନ୍ଦୋଳନର ସ୍ମାରକୀ ଉପଲକ୍ଷେ ଆଜି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସି.ଆଇ.ଟି.ୟୁ. ଏବଂ ଏ.ଆଇ.କେ.ଏସ.ର ମିଳିତ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଅତ୍ୟାବଶ୍ୟକ ସାମଗ୍ରୀ ର ଦର ବୃଦ୍ଧି ରୋକିବା,ସମସ୍ତ କୃଷକମାନଙ୍କୁ ଏକକାଳୀନ ଋଣ ମୁକ୍ତ କରିବାସମସ୍ତଙ୍କ ପାଇଁ ସରକାରୀ ଶିକ୍ଷା ଏବଂ ଠିକା ନିଯୁକ୍ତି ବନ୍ଦ କରିବା,କର୍ପୋରେଟ ମାନଙ୍କ ଦ୍ବାରା ଜାତୀୟ ସମ୍ପତ୍ତି/ସମ୍ପଦ ଲୁଣ୍ଠନ ବନ୍ଦ କରିବା ଆଦି 11 ଦଫା ଦାବି ନେଇ ଏହି ବିକ୍ଷୋଭ କରାଯାଇଥିଲା। ସି.ଆଇ.ଟି.ୟୁ ଜିଲ୍ଲା ଆବାହକ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ  ଶତାଧ‌ିକ ଶ୍ରମିକ ଏବଂ କୃଷକ ଯୋଗଦାନ କରି ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦ କରିଥିଲେ।

Related Post

କାଶୀପୁର ଲ୍ୟାମ୍ପ ରେ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ

Posted by - June 22, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଥିବା ଲ୍ୟାମ୍ପରେ ଚଳିତ ମାସ ୨୮ ତାରିଖ ରେ ହେବାକୁ ଥିବା ସଭାପତି ପଦବୀ ର…

ଲୋକଙ୍କୁ ରୋଜଗାର କ୍ଷେମପାଇଁ ଯୋଜନା ହେଲେ ମେଶିନିରେ ଚାଳିଛି ପୋଖରୀ କାମ।

Posted by - June 2, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ନିର୍ଦ୍ଦେଷ୍ଟ ପଞ୍ଚାୟତ ଗୁଡିକରେ ଚାଲିଛି ଖୋଲୁମୁ ଖୋଲା ଲୋକ ବଦଳରେ ମେସିନି କରୁ ମାଟି ଉନ୍ନତି କାମ…

ପ୍ରତାପପୁର ପଞ୍ଚାୟତରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ସଭା ଅନୁଷ୍ଠିତ

Posted by - December 1, 2021 0
ବାଲିଆପାଳ:ବିଜେପି ପ୍ରତାପପୁର ପଞ୍ଚାୟତରେ କର୍ମୀ ସମାବେଶ ଓ ମିଶ୍ରଣ ସଭା ବୁଧବାର ପ୍ରତାପପୁର ଗ୍ରାମର କାର୍ତିକ ପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ପଞ୍ଚାୟତର ସଭାପତି…

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ

Posted by - September 6, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆଜି ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ୨୦୨୨ ପାଳିତ ହୋଇଯାଇଛି…