ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଦୁର୍ଘଟଣା

31 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଏକ ବ୍ରିଜ଼ା କାର ଭାରସାମ୍ୟ ହରାଇ ରାସ୍ତା କଡ ରେ ଓଲଟି ପଡିଛି l ଗାଡ଼ି ଟି ଇଲେକ୍ଟ୍ରି ପୋଲରେ ଧକ୍କାଦେବା ଫଳରେ ଇଲେକ୍ଟ୍ରି ପୋଲ ଭାଙ୍ଗି ଯାଇଛି ଓ ଗାଡିଟି ଧାନ ବିଲ ଭିତରେ ଓଲଟି ପଡିଥିବା ଦେଖିବାକୁ ମିଳିଛି l ଘଟଣା ଟି ବିଳମ୍ବିତ ରାତିରେ ହୋଇଥିବା ବୋଲି ଅନୁମାନ କରାଯାଉଛି । ଗାଡ଼ିରେ କେତେଜଣ ଥିଲେ ଓ ସେମାନେ କୁଆଡେ ଗଲେ ତାହାର କିଛି ଖୋଜ ଖବର ମିଳିନାହିଁ । ଏନେଇ ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

 

Related Post

ଜୟପୁର କେନ୍ଦୁପତ୍ର ଡିଭିଜନ କର୍ମଚାରୀ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର

Posted by - August 17, 2021 0
ମାଥିଲି: :(ଅବଦୁଲ ଗନି)ରିଖ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କଟାମେଟ ମାଉଁଳି ମା ମନ୍ଦିର ପ୍ରାଗଣ ରେ ଜୟପୁର କେନ୍ଦୁପତ୍ର ଡିଭିଜନ କର୍ମଚାରୀ ଯଥା ମୁନସୀ,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁଇଟି ନାଗସାପ ଉଦ୍ଧାର!

Posted by - October 1, 2020 0
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓଡିଶା ସୂଚନା ବିଜ୍ଞାନ କେନ୍ଦ୍ରରୁ ଆଜି ଦୁଇଟି ବଡ ନାଗ ସାପ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଉଦଘାଟନ ଏବଂ ବୈଠକ

Posted by - January 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଡ୍ରାଇଭର ସଂଘ କାର୍ଯ୍ୟାଳୟ ଗୃହ ଗାନ୍ଧୀ ଛକ ଠାରେ ଆଜି ଉଦଘାଟନ ହୋଇଯାଇଛି।ମନମୁଣ୍ଡା ଡ୍ରାଇଭର ସଂଘ ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଏହାକୁ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସାମୁହିକ ବ୍ରତୋପାନୟନର ପ୍ରଥମ ଦିନରେ ଚାରିକର୍ମ ସମ୍ପନ୍ନ

Posted by - April 20, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସାମୁହିକ ବ୍ରତୋପନୟନରେ ୨୧ ଜଣ ପିତା ମାତା ସେମାନଙ୍କର ବଟୁ ମାନଙ୍କୁ ବ୍ରତୋପନୟନ କରିବା ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ,…

ଅସରାଏ ବର୍ଷାରେ ରାଜଧାନୀର ହାଲ୍‌ ପୁରାପୂରି ବେହାଲ୍

Posted by - August 23, 2019 27
ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି । ଶୁକ୍ରବାର ସକାଳୁ ​‌ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି…