Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଧନୁପାଲିରେ ମାତୄ ସମ୍ବିଳନି ଅନୁଷ୍ଠିତ

25 0

ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଦେବ ଙ୍କ ଲୀଳାସଙ୍ଗୀନି ଜଗତ ଜନନୀ ଶ୍ରୀ ଶ୍ରୀ ବଡ ମାଁଙ୍କର 129 ଜମ ଶୁଭ ଜନ୍ମମାସ ରେ ଧନୁପାଲି ଚଞ୍ଚଳ କଲ୍ୟାଣ ମଣ୍ଡପରେ ମାତୄ ସମ୍ବିଳନି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧନୁପାଲି ଅଞ୍ଚଳରେ ରହୁଥିବା ସବୁ ଠାକୁର ଅନୁକୂଳ ଚନ୍ଦ୍ର ଦେବ ଙ୍କ ଭକ୍ତ ଓ ଅନୁଗତ ମାନେ ଉପସ୍ଥିତ ରହିଥିଲେ ।

ଶ୍ରାବଣ ମାସରେ ଜଗତ ଜନନୀ ଲକ୍ଷ୍ମୀ ମାଁ ଧରାପୃଷ୍ଠରେ ଜନ୍ମ ନେଇଥିବାରୁ ଏହି ମାସ ସାରା ବିଭିନ୍ନ ସ୍ଥାନରେ ମାତୄ ସମ୍ବିଳନି ଆୟୋଜନ କରାଯାଇଥାଏ । ଧନୁପାଲି ଠାରେ ଅନୁଷ୍ଠିତ ମାତୄ ସମ୍ବିଳନି କୁ ଲତିକା ଶର୍ମା ନେତୃତ୍ବରେ ଆୟୋଜନ କରାଯାଇଥିବା ବେଳେ କୁନି ବେହେରା ,ସୌ ଦାମିନି ସାହୁ ,ପରିଡା ମାଁ, ବିସି ମାଁ ପ୍ରମୁଖ ଏହାକୁ ଆୟୋଜନ ରେ ସହଯୋଗ କରିଥିଲେ । ଏଥିରେ ଜନନୀ ଶ୍ରୀ ଶ୍ରୀ ବଡ ମାଁଙ୍କର ସତସଙ୍ଗ , ଦିବ୍ୟଚରିତ୍ର ଉପରେ ଆଳୋଚନା କରାଯାଇଥିଲା ।

Related Post

ଭାରତୀୟ ଭୁତପୂର୍ବ ସୈନିକ ସଂଗଠନର ପଞ୍ଚଦଶ ବାର୍ଷିକ ଉତ୍ସବ

Posted by - March 14, 2022 0
ବାଲିଆପାଳ:ସୈନିକଟିଏ ସବୁବେଳେ ଦେଶର ସୁରକ୍ଷା ରେ ନିଜକୁ ନିୟୁଜିତ କରିଥାଏ।ତାହା ଚାକିରୀ ବେଳ ହେଉ ଅବା ଅବସର ହେଉ।ଦେଶ ମାତୃକାର ରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ଜୀବନ…

ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ୟ: କଣ୍ଟ୍ରାକ୍ଟର ଙ୍କ ଗୁରୁତର ଅଭିଯୋଗ

Posted by - June 26, 2020 0
ନୀଳଗିରି: ୨୬/୦୬(ସୌମ୍ୟାସାଇ ବାରିକ୍)ଆଜି ଦିବା ୧୦ ଘଟିକା ସମୟରେ ନୀଳଗିରି ବ୍ଲକ୍ ର ୨୫ ଗୋଟି ପଞ୍ଚାୟତ ରେ ସିଏଫ୍ସି, ଏସ୍ଏଫ୍ସି ଓ ଜିଜିୱାଇ ଭଳି ବିଭିନ୍ନ ଉନ୍ନୟନ…

ହରଭଙ୍ଗାରେ ମା ସରସ୍ବତୀ ପୂଜା ଅନୁଷ୍ଠିତ

Posted by - February 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ସମଗ୍ର ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ମା’ସରସ୍ବତୀ ଦେଵୀ ଙ୍କୁ ପୂଜା ଅର୍ଚନା କରାଯାଇଥିଲା। କୋଭିଡ…

ଥୁଆମୂଳ ରାମପୁର ଝାଡାବାନ୍ତି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

Posted by - September 6, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ…