Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଦମେଇପାଲି ଗାଁ ରେ ଅବକାରୀ ବିଭାଗ ର ଚଢ଼ାଉ ୯୫୦ ଲିଟର ମଦ ଜବତ ୪ ଗିରଫ

22 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି ସୋମବାର ଅବକାରୀ ବିଭାଗ ଥାନା ଅଧିକାରୀ ସତ୍ୟ ନାରାୟଣ ଦାସ ଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବ୍ୟାପକ ଦେଶୀ ମଦ ସହିତ ବିଦେଶୀ ମଦ ଓ ମହୁଲ ପୋଚ ଜବତ ହୋଇଥିବା ଜଣାଯାଇଛି।

ଚଢ଼ାଉ ବେଳେ ଦମେଇପାଲି ଗାଁ ର ହରେକୃଷ୍ଣ ବରିହା,ବିଜୟ ବେହେରା, ଦଶରୁ ବରିହା ଏବଂ ଖଗେଶ୍ବର ରଣା ଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୯୫୦ ଲିଟର ମଦ,୧୫ ଲିଟର ବିଦେଶୀ ମଦ ,(ବିୟର) ଏକ ଫ୍ରିଜ ସହ ୬ କ୍ଵିଣ୍ଟାଲ ୫୦ କେଜି ମହୁଲ ପୋଚ ସହ ମଦରନ୍ଧା ଉପକରଣ ଜବତ କରିଥିବା ଜଣାପଡିଛି। ଏକା ସାଙ୍ଗରେ ଗୋଟିଏ ଗାଁରେ ଏତେ ପରିମାଣ ରେ ମହୁଳି ମଦ ମିଳିଥିବା ଚର୍ଚ୍ଚା ର ବିଷୟ ହେଉଛି। ଏନେଇ ପାଟଣାଗଡ଼ ଅବକାରୀ ଥାନା ରେ ଚାରୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ସତ୍ୟ ନାରାୟଣ ଦାସ ପ୍ରକାଶ କରିଛନ୍ତି।

Related Post

ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୨ଚାଳକ ଗୁରୁତର

Posted by - August 12, 2021 0
ବେଲଗୁଣ୍ଠା:12/08- (ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ରୋଡ ଭଞ୍ଜନଗର ଥାନା ଅଧୀନ ଜାମପଲ୍ଲୀ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର…

ତେଲେନପାଲି ରେ ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ ବିକାଶ କମିଟି ଗଠିତ

Posted by - July 30, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ଶୁକ୍ରବାର ଗ୍ରାମ୍ୟ ବିକାଶ କମିଟି ଗଠିତ ହୋଇଯାଇଛି । ଆର ସି ଡି ସି ବଲାଙ୍ଗିର…

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପର୍ଯ୍ୟାଲୋଚନା କମିଟି ସମ୍ମିଳନୀ – ୨୦୨୧ ଅନୁଷ୍ଠିତ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଅଶୋକ ମେହେଟା ଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା…

ସଡକ ଦୁର୍ଘଟଣାରେ ଦୁଇ ଝିଅଙ୍କ ସମେତ ବାପା ମୃତ ; ଶିଶୁ ଗୁରୁତର

Posted by - April 5, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଇନ୍ଧନପୁର ଛକରେ ଆସିକା ପଟୁ ଆସୁଥିବା ଏକ ବୋଲେରୋ ପିକ୍ଅପ୍ ଧକ୍କାରେ ଆସିକା ବ୍ଳକ୍ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ (51),…