ମାଗଣା ଗ୍ରହଣ ଖଣ୍ଡିଆ ଚିକିତ୍ସା ଶିବିର ଅନୁଷ୍ଠିତ

32 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଅଶ୍ୱିନୀ ହସ୍ପିଟାଲ ସହଭାଗୀତାରେ ମାଗଣା ଗ୍ରହଣ ଖଣ୍ଡିଆ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଜିଲା ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଅଶ୍ୱନୀ ହସ୍ପିଟାଲର ଦୁଇ ଜଣ ବିଶେଷଜ୍ଞ ଡାକ୍ତର ଆସି ଗ୍ରହଣଖଣ୍ଡିଆ ଏବଂ ତାଳୁ ଫଟା ପୀଡିତ ମାନଙ୍କର ଚିକିତ୍ସା କରିଥିଲେ। ଏଥିରେ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ଶିଶୁ ମାନଙ୍କ ପରୀକ୍ଷା କରାଯାଇଥିଲା । ଯେଉଁମାନେ ଅସ୍ତ୍ରୋପଚାର ପାଇଁ ମନୋନୀତ ହୋଇଥିଲେ ସେମାନଙ୍କୁ ଅଶ୍ୱନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା

Related Post

ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର

Posted by - December 26, 2021 0
ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ ପରିସରରେ ରବିବାର ସିଦ୍ଧେଶ୍ୱର ମହାବିଦ୍ୟାଳୟର +୨ ବିଜ୍ଞାନ ୨୯୮୫/୧୯୮୭ ବ୍ୟାଚ…

ତାଳଚେରରେ 5T ସଚିବ ପାଣ୍ଡିଆନ , କୋଭିଡ – 19 ହସପିଟାଲର ସ୍ଥିତି ପରଖିଲେ.

Posted by - April 17, 2020 125
ତାଳଚେର:(ମହେଶ ଭୋମରାଜ) ସଂପ୍ରତି କରୋନାର ସ୍ଥିତିକୁ ଦେଖି ରାଜ୍ୟ ସରକାର ସବୁ ଜିଲ୍ଲାରେ କୋଭିଡ-୧୯ ହସପିଟାଲ ଖୋଲିବାକୁ ଚିନ୍ତା କରିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା…

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

Posted by - April 17, 2020 32
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…

ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ମଧୂମେହ ଦିବସ ପାଳନ

Posted by - November 16, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ରବିବାର ଦିନ ଏହି ବ୍ଳକ୍ ରେ ଥିବା ସମସ୍ତ ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ…

ବିଶ୍ୱ ରକ୍ତ ଦାତା ଦିବସ ପାଳିତ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପ୍ରଶିକ୍ଷଣ ପ୍ରକୋଷ୍ଟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…