Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମ୍ବଲପୁର କୁ ଦିନିକିଆ ଗସ୍ତ

30 0

ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ । ଗୋଶାଳା ସ୍ଥିତ ସିଆରପିଏଫ କେମ୍ପ, ଅତିଥି ଭଵନ , ଟେନିସ କୋର୍ଟ, ଗୋଲ୍ଫ ପଡିଆ ବୁଲି ଦେଖିବା ସହ ସିଆରପିଏଫ ଡିଆଇଜି ଙ୍କ ସହ ଆଲୋଚନା କରିଥିଲେ । ଧନକଉଡା ବ୍ଲକ ସାହାଜବାହାଲ ର ଉନ୍ନତି ପ୍ରୟୋଜନ ଟେରାକୋଟା ଦେଖିବା ସହ ଏସଏଚଜି ଏବଂ ପିଆରଆଇ ମେମ୍ବର ମାନଙ୍କ ସହ ସାକ୍ଷାତ କରିଥିଲେ ।

କର୍ଣ୍ଣପାଳି ର ଜଣେ ଚାଷୀ ଙ୍କ ଡ୍ରାଗନ ଫଳ ଓ ପିସିକଲଚର ଦେଖି ଚାଷୀଙ୍କୁ ପ୍ରଶଂସା କରିଛନ୍ତି ।ଦୁର୍ଗାପାଲି ପୋଖରୀର ସୌନ୍ଦର୍ଯ୍ୟକରଣ, କଚେରି ଛକ ସ୍ଥିତ କନଭେନସନାଲ ହଲ ସେଣ୍ଟର , କୁଲୁତକାନି ପ୍ରସ୍ତାବିତ ଇକୋ ପାର୍କର ଉନ୍ନତିକରଣ ମଧ୍ୟ ବୁଲି ଦେଖିଛନ୍ତି ।

ସହର ଏକ ହଜାର ବିଶିଷ୍ଟ ଅଡିଟୋରିୟମ ପାଇ ମଧ୍ୟ ସ୍ଥାନ ଖୋଜା ଚାଲିଛି ।ପୁର୍ଵରୁ ସହର ଭିତରେ ଅଧାନିର୍ମାଣ ଟାଉନ ହଲ ସ୍ଥାନରେ ମାର୍କେଡ କରାଯିବ । ଏହା ସହ ଆଗାମୀ ୨ ମାସ ସୁଦ୍ଧା ସହରରେ ବହୁ ପ୍ରତିକ୍ଷିତ ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ।

Related Post

ବିଭିନ୍ନ ପ୍ରକଳ୍ପ ବିଧାୟକଙ୍କ ଦ୍ବାରା ଉଦ୍ଧଘାଟିତ

Posted by - December 26, 2021 0
ବଙ୍ଗୋମୁଣ୍ଡା:(ଅଭୀମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ର ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର…

ବୌଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - June 9, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଙ୍କ ଅଧ୍ୟକ୍ଷତା ରେ ଏବଂ ତାଙ୍କ ଅଫିସ ପ୍ରକୋଷ୍ଟ ରେ ରଥଯାତ୍ରା ଦ୍ଵିତୀୟ…

ବଡ ଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଦାବିପତ୍ର ପ୍ରଦାନ

Posted by - July 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ରେ ବଡଖବର ର ମୁଖ୍ୟ ସମ୍ପାଦକ ତଥା ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ରାତିଅଧିଆ…

ଆଞ୍ଚଳିକ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀଙ୍କ କେସିଙ୍ଗା ନଗର ଗସ୍ତ

Posted by - April 24, 2022 0
କେସିଙ୍ଗା : (ପୀତେଶ ପଟେଲ) ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ସଞ୍ଜୀବ କୁମାର ମିଶ୍ର ( ଆଇ ଏ ଏସ) କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ଅଞ୍ଚଳରେ…

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ୱ ବିଦ୍ୟାଳୟରେ ନବରାତ୍ରି ଉପଲକ୍ଷେ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତି ଉପସ୍ଥାପିତ

Posted by - September 30, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ପବିତ୍ର ନବରାତ୍ରି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟରେ ଚୈତନ୍ୟ ଦେବୀଙ୍କ ପ୍ରତିମୂର୍ତ୍ତିର ସୁନ୍ଦର ଆୟୋଜନ ପରିଚାଳିକା ପ୍ରୀତି ଭଉଣୀଙ୍କ ଅଧ୍ୟକ୍ଷତାରେ…