ଅନଗୁଳ ଜିଲ୍ଲା ମୁଖ୍ୟ ଚିଖିସ୍ଛାଳୟ ରେ ଜାତୀୟ ରକ୍ତଦାନ ଦିବସ

288 0

ଜାତୀୟ ରକ୍ତଦାନ ଦିବସ ଉପଲକ୍ଷ ଅନଗୁଳ ଜିଲ୍ଲା ମୁଖ୍ୟ ଚିଖିସ୍ଛାଳୟ ରେ ଓଡ଼ିଶା ରକ୍ତ ଭଣ୍ଡାର ରକ୍ତଦାନ ଭବନ ଠାରେ ଏକ ସଭା ର ଆୟୋଜନ କରା ଯାଇଥିଲା .ଉକ୍ତ ସଭା କୁ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ମନୋଜ ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ

ଜିଲ୍ଲା ମୁଖ୍ୟଚିଖିତ୍ସା ଅଧିକାରୀ ଅମରେନ୍ଦ୍ର ମହାନ୍ତି ,ଡାକ୍ତର କୁମାର ସୋମ୍ୟକାନ୍ତ ବିଶୋଇ ଉପସ୍ଥିତ ରହି ରକ୍ତଦାନ ଶିବିର ଆୟୋଜକ ମାନଙ୍କୁ ପୁରସ୍କୃତ କରିଥିଲେ .

Facebook Notice for EU! You need to login to view and post FB Comments!

Related Post

ରାଜ୍ୟ ରେ କୋରୋନା ମୃତ୍ୟୁ ୫ ନୁହେଁ ୪,ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Posted by - May 17, 2020 489
ବୁବନେଶ୍ବର :ରାଜ୍ୟ ରେ କୋରୋନା ମୃତ୍ୟୁ ସଂଖ୍ୟା ୫ ହେଲା ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏହା ତ୍ରୁଟି କୁହାଯାଇଛି…

ଲକ୍ ଡାଉନ୍ ସମୟରେ ରକ୍ତଦାନକରି ଦେବଦୂତ ସାଜିଲେ ସତ୍ୟରଞ୍ଜନ

Posted by - April 17, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଲକ୍ ଡାଉନ୍ ସମୟ ରେ ସବୁବନ୍ଦ ଥିଲାବେଳେ ରକ୍ତଭଣ୍ଡାରରେ ରକ୍ତଅଭାବ ଦେଖାଯାଉଛି l ଏହିଭଳି ସମୟରେ ଯାଜପୁର ରକ୍ତଭଣ୍ଡାର କର୍ମଚାରୀଙ୍କ ଠାରୁ ଖବରପାଇ କରୋନା…

ବୌଦ୍ଧରେ ତିନିଲକ୍ଷ ଛୁଇଁଲା କୋଭିଡ୍ ପ୍ରଥମଡୋଜ୍ ଟିକା

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କୋଭିଡ୍ ଟିକାକରଣରେ ବୌଦ୍ଧଜିଲ୍ଲାର ୧୮ରୁ ଉର୍ଦ୍ଧ ବୟସ ବର୍ଗର ପ୍ରଥମ ଡୋଜ୍ ଅଙ୍କ ଆଜି ତିନିଲକ୍ଷ ଛୁଇଁଛି। ଗତବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ…

ଭିମସାରରେ ୧୨ ଡେ଼ଲ୍ଟା ଭେରିଆଣ୍ଟ ଚିହ୍ନଟ

Posted by - December 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭୀମସାର ରେ ୧୨ ଟି ଡେ଼ଲ୍ଟା ଭରିଆଣ୍ଟ ଚିହ୍ନଟ।ଦୁଇ ଜଣ ଙ୍କର ଡେ଼ଲ୍ଟା ଭରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମାଇଲଡ଼ ଡେ଼ଲ୍ଟା…

ପଇଡ଼ ପାଣି: ଏକାଥରେ ଭଲ ହୁଏ ମାତ୍ରାଧିକ ରୋଗ, ନିୟମିତ ପିଇଲେ ମିଳିବ ଏହି ସବୁ ସୁଫଳ

Posted by - January 19, 2020 392
ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଗୋଟିଏ…

Leave a comment

Your email address will not be published.