ଜାତୀୟ ରକ୍ତଦାନ ଦିବସ ଉପଲକ୍ଷ ଅନଗୁଳ ଜିଲ୍ଲା ମୁଖ୍ୟ ଚିଖିସ୍ଛାଳୟ ରେ ଓଡ଼ିଶା ରକ୍ତ ଭଣ୍ଡାର ରକ୍ତଦାନ ଭବନ ଠାରେ ଏକ ସଭା ର ଆୟୋଜନ କରା ଯାଇଥିଲା .ଉକ୍ତ ସଭା କୁ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ମନୋଜ ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ
ଜିଲ୍ଲା ମୁଖ୍ୟଚିଖିତ୍ସା ଅଧିକାରୀ ଅମରେନ୍ଦ୍ର ମହାନ୍ତି ,ଡାକ୍ତର କୁମାର ସୋମ୍ୟକାନ୍ତ ବିଶୋଇ ଉପସ୍ଥିତ ରହି ରକ୍ତଦାନ ଶିବିର ଆୟୋଜକ ମାନଙ୍କୁ ପୁରସ୍କୃତ କରିଥିଲେ .
Facebook Notice for EU!
You need to login to view and post FB Comments!