Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ

25 0

ସୋନପୁର::(ଅଜିତ କୁମାର ପୂଜାହାରୀ)ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ ଭରୋ ଆନ୍ଦୋଳନ ।

ଦେଶର ଆର୍ଥିକ ଅବସ୍ଥା ଘୋର ସଂକଟାପନ୍ନ ହୋଇପଡିଥିବା ବେଳେ କେନ୍ଦ୍ରର ମୋଦି ସରକାର ଗରୀବଙ୍କ ଖାଦ୍ୟ ମୁଢି ଚୂଡ଼ା ଲିଆ କ୍ଷୀର ଇତ୍ୟାଦି ଉପରେ ଜି ଏସ ଟି ଲାଗୁ, ପେଟ୍ରୋଲ ଡିଜେଲ ଗ୍ୟାସ ଅହେତୁକ ଦର ବୃଦ୍ଧି ତଥା ଯୁବକ ମାନଙ୍କ ସ୍ୱାର୍ଥ ବିରୋଧି ଅଗ୍ନିପଥ ଯୋଜନା ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦାବି କରି ଏହି ଆନ୍ଦୋଳନ କରାଯାଇଛି ।

କେନ୍ଦ୍ରର ଗରୀବ ମାରଣା ନିତି ବିରୁଦ୍ଧରେ ସାରା ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି କଂଗ୍ରେସ। ଯାହାକୁ ସମର୍ଥନ କରି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଲାଗିଥିବା ଜିଏସଟି ପ୍ରତ୍ୟାହାର କରିବା ସଂକ୍ରାନ୍ତରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ କମିଟି।

 

Related Post

ଶ୍ରୀ ଶ୍ରୀ ବୁଡାରାଜା ମନ୍ଦିର ସମ୍ମୁଖରେ କଂଗ୍ରେସ ଦଳର ନୀରବ ପ୍ରାର୍ଥନା

Posted by - November 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ଘଟଣା ରେ ସମଗ୍ର ରାଜ୍ଯ ଅଶାନ୍ତ ହୋଇପଡିଥିବା ବେଳେ ରାଜନୈତିକ ଦଳ ସମେତ ଜନସାଧାରଣ ମମିତା…

ଅଗ୍ନିପଥ ଯୋଜନା ବିରୁଦ୍ଧରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

Posted by - June 29, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସତ୍ୟାଗ୍ରହ ଡାକରା ଦେଇଚି । ଦେଶର ସୁରକ୍ଷା ବିରୋଧି ଓ ଯୁବ ବିରୋଧୀ…

ଯାଜପୁର ଜିଲା ବିଜେପି ସଂଗଠନ ର ପାଖୁଡା ଖସିବାରେ ଲାଗିଛି

Posted by - April 9, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା: ବିଜେପି ସଂଗଠନର ପାଖୁଡା ଖସିବାରେ ଲାଗିଛି,ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି, ଦଳ ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳକୁ ଦାୟୀ କରି ନେତା ମାନେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତପାଂ ଦେଉଛନ୍ତି । ଜିଲାର୩୬ ନଂ ଜିଲା ପରିଷଦ ଜୋନ ସଦସ୍ୟ ଚର୍ତୁଭୁଜ ଦ୍ୱିବେଦୀ ନିଜର ବିଜେପି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତପାଂ ଦେଇଛନ୍ତି ,ସେ ନିଜର ଇସ୍ତପାଂ ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ ପ୍ରଦାନ କରିଛନ୍ତି । ବିଜେପି ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା କରିଥିବା ଅଭିଯୋଗ କରିବା ସହିତ ପ୍ରକୃତ ଲୋକଙ୍କ ପ୍ରସଂଗକୁ ଉପସ୍ଥାପନ କରିବାରେ ଦଳ ବିପଂଳ ହୋଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳୀୟ ପଦପଦବୀରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗୁରୁତ୍ୱ ନ ଦେଇ ହାତଗଣତି ଲୋକଙ୍କୁ ସନ୍ତୁଷ୍ଟ କରାଯାଉଥିବା ପ୍ରତିବାଦରେ ସେ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।

ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା,ଜିଲ୍ଲା କଂଗ୍ରେସର ବିକ୍ଷୋଭ

Posted by - December 2, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ସହର ଏବଂ ଆଖପାଖ ଅଞ୍ଚଳର ବହୁତ ଲୋକ ଚିକିତ୍ସା ପାଇଁ ନିର୍ଭର କରନ୍ତି, ପରିତାପର ବିଷୟ କିଛି ଦିନ ତଳେ…

ବିରୋଧୀଙ୍କୁ ନିପାତ କରି ମୁକୁଟ ପିନ୍ଧାଇବେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

Posted by - January 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପଞ୍ଚାୟତ ନିର୍ବାଚନରେ ସମସ୍ତ ଦଳ ନିଜ ନିଜର ରଣକୌଶଳ ତଥା କ୍ଷମତା କେନ୍ଦ୍ରରେ ନିଜର ପ୍ରାର୍ଥୀଙ୍କୁ ବିଜୟ କରି ବିଭିନ୍ନ ପଦପଦବୀରେ ବସାଇବା ପାଇଁ…