Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସମ୍ବଲପୁରରେ ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି,ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଉଦବେଗ ଜଣେଇଲା ସମ୍ବଲପୁର ବିଚାର ମଞ୍ଚ

29 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)  ୦୫/୦୮/୨୦୨୨ ଆଙ୍କର-ସଂସ୍କୃତି ସଂପନ୍ନ, ଐତିହଭରା, ଶାନ୍ତି ଓ ଭାଇଚାରା ର ସହର ସମ୍ବଲପୁର ରେ ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି । ଚୋରି, ଡକାୟତି, ଲୁଟ, ହତ୍ୟା, ରାହାଜାନୀ, ବଳତ୍କାର, ଚୋରା ବନ୍ଧୁକ ଚାଲାଣ, ଅବାଧ ନିଶା କାରବାର ଭଳି ଖବର ଦୈନିକ ଖବକାଗଜମାନଙ୍କରେ ଶୋଭା ମଣ୍ଡନ କରୁଛି ।


ଏଭଳି ଅନେକ ସମସ୍ୟା ର ଶିଘ୍ର ଓ ସ୍ଥାୟୀ ସମାଧାନ ଦାବୀ ନେଇ ଆଜି ସମ୍ବଲପୁର ବିଚାର ମଞ୍ଚ ଭେଟିଛି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଙ୍କୁ । ମଞ୍ଚ ର ଆବାହକ ବେଣୁଧର ଦାଶ ଙ୍କ ନେତୃତ୍ୱରେ ମଞ୍ଚର ସଦସ୍ୟ ସଦସ୍ୟା ଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ ସାମିଲ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସରୋଜ ଦାଶ, ସୁବାଷ ଚନ୍ଦ୍ର ମିଶ୍ର, ଦୁର୍ଗା ମାଧବ ମିଶ୍ର, ବିରେନ୍ଦ୍ର ରାଏ, ପ୍ରଦୀପ ସୂପକାର, ସୁବାଷ ମହାପାତ୍ର, ମୁକେଶ ଜାରିୱଲ, ଡମ୍ବରୁଧର ନାଏକ, ସୁବାଷ ଚନ୍ଦ୍ର ନନ୍ଦ, ଅନ୍ନପୂର୍ଣ୍ଣା ବାରିକ, ରୁନୁ ପ୍ରଧାନ, ମମତା ପଣ୍ଡା, ରୁକ୍ମଣୀ ମହାରଣା, ଜଗନ୍ନାଥ ଆଚାର୍ଯ୍ୟ, ଶାଶ୍ଵତ କୁମାର ପଣ୍ଡା, ଅରୁଣ ରାଉତ, ଅରୁଣ କୁମାର ଦାସ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପରଲୋକ

Posted by - February 26, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ର ବିଶିଷ୍ଟ ଜନନାୟକ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଙ୍କ ଚିକିତ୍ସାଧିନ ଅବସ୍ଥାରେ…

ଯାଜପୁର ରେ ଆକ୍ରାନ୍ତ ୩୯,ସମସ୍ତେ କଣ୍ଟେନମେଣ୍ଟ ଅଞ୍ଚଳ ର

Posted by - May 1, 2020 0
ଭୁବନେଶ୍ୱର:ଯାଜପୁର ଜିଲାରେ ପୁଣି ୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୯ରେ ପହଞ୍ଚିଛି। ସେହିଭଳି ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୪୮କୁୁ…

ରାଉରକେଲାରେ ଚାଞ୍ଚଲ୍ୟ,ଅସହ୍ୟ ହେଲା ବାପାଙ୍କ ମାଡ଼ ଓ ଗାଳି,ବିଷ ପିଇଦେଲେ ୩ ଭଉଣୀ

Posted by - September 8, 2019 0
ରାଉରକେଲା : ମଦ୍ୟପ ବାପାର ନିର୍ଜାତନା ସହି ନପାରି ରାଉରକେଲା ବୀରମିତ୍ରପୁର ନିକଟ ପାତାଳକାଣ୍ଡ ଗ୍ରାମର ୩ ଭଉଣୀ ଶନିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

Posted by - February 23, 2019 33
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ…

ସମ୍ପର୍ଣ୍ଣ ହେଲା ମା ପାର୍ବତୀଙ୍କ ସହିତ ବାବା ସୋମନାଥଙ୍କ ବିବାହ ଉତ୍ସବ

Posted by - June 16, 2021 0
ଵାରଙ୍ଗ:(ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ପଟିଆ ଅଞ୍ଚଳର ଢାୱା ଗ୍ରାମରେ ଥିବା ସୋମନାଥ ମହାପ୍ରଭୁଙ୍କ ବିବହାଉତ୍ସବ୍ ଅନୁଷ୍ଠିତ ହୋଇଯାଇଛି । ଖଇରା ପଡ଼ା ଗ୍ରାମରେ ଥିବା ପ୍ରଭୁ ଲୋକନାଥ…