କରୋନା ମହାମାରୀ କୁ ପ୍ରତିହତ କରିବା ସକାଶେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ

173 0

ବରଗଡ: (ରମାକାନ୍ତ ବିଶ୍ଵାଳ) ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ସକାଶେ ସରକାର ବାରମ୍ବାର ବିଭିନ୍ନ ପ୍ରକାରର ସଚେତନ ବ୍ୟବସ୍ଥା କରି ଜନସାଧାରଣ ଙ୍କ ହିତ ସାଧନ କରିବାରେ ସଦା ତତ୍ପର ଥିଲେ ମଧ୍ୟ ଆଜି ମଧ୍ୟ କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି । କୋଟି କୋଟି ଲୋକଙ୍କ ଜିବନ ହାନି ଘଟାଇବା ସହ ଭୟାଭୟ ର ତାଣ୍ଡବ ଲିଲା ପୃଥିବି ପୃଷ୍ଠରେ ଆଜି ମଧ୍ୟ ଦେଖାଇ ଚାଲିଛି। ତୃତିୟ ଲହରି ସଙ୍ଗେ ପୁଣି ଥରେ ତାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିର୍ଦେଶ କ୍ରମେ ସାରା ଦେଶରେ କରୋନା ଟିକା ପ୍ରଦାନ କରାଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ବେଲେ ଏହି ପରିପ୍ରେକ୍ଷିରେ ବରଗଡ ଜିଲ୍ଲା ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କରୋନା ଟିକା ପ୍ରଦାନ କରାଯାଉଛି । ସାମାଜିକ ଦୁରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧି ଜନସାଧାରଣ ଟିକାନେଉଥିବା ବେଲେ ଅତାବିରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ମେଡିକାଲ କର୍ମଚାରୀ ମାନେ ଟିକା ପ୍ରଦାନ କରୁଛନ୍ତି ।

Related Post

ବୌଦ୍ଧରେ ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାହା ପାଳିତ

Posted by - September 5, 2021 0
ବୌଦ୍ଧ : (ସମରେଶ ମିଶ୍ର)ବୌଦ୍ଧ ମହିଳା ଓ ଶିଶୁବିକାଶ ପ୍ରକଳ୍ପରେ ରାଷ୍ଟ୍ରୀୟ ସ୍ତରୀୟ ପୋଷଣ ମାହା ପାଳିତ ହୋଇଯାଇଛି |”ଶିଶୁକୁ ମିଳିଲେ ଉତ୍ତମ ଆହାର ପୁଷ୍ଟି ହୀନତା…

ଅନଗୁଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦୁଇ ଦିନିଆଁ ଜିଲ୍ଲା ସ୍ଥରୀୟ ଗ୍ରାହକ ସେବା ପ୍ରୟାସ କାର୍ଯ୍ୟକ୍ରମ

Posted by - October 7, 2019 0
ବିଶ୍ୱରେ ମାନ୍ଦା ବସ୍ତା ଚାଲିଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରାନାଳୟ ନିର୍ଦେଶ କ୍ରମେ ବ୍ୟାଙ୍କିଙ୍ଗ ସେବାକୁ ଗ୍ରାହକ ପାଖରେ ପହଞ୍ଚାଇବାକୁ ଦେଶ ସାରା ପ୍ରୟାସ ଆରମ୍ଭ ହୋଇଛି.…

ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜିଲା କ୍ଷେତ୍ର ପରିଦର୍ଶନ

Posted by - November 29, 2022 0
ବୌଦ୍ଧ:୨୯ା୧୧(ଚିତ୍ତ ରଞ୍ଜନ ସିଂହ) ସଚିବାଳୟରେ ନବନିଯୁକ୍ତି ପାଇଥିବା ୩୧ ଜଣ ସହକାରୀ ବିଭାଗୀୟ ଅଧିକାରୀମାନେ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ପ୍ରଶାସନିକ କାର୍ଯ୍ୟକ୍ରମ ସଂପର୍କରେ ଜ୍ଞାନ ଆହରଣ…

ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ ପାଳିତ

Posted by - February 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଓ…

ଦୁର୍ନୀତି ସଚେତନତା ଶିବିର

Posted by - November 2, 2021 0
ମାଥିଲି :(ଅବଦୁଲ ଗନି)ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଦୁର୍ନୀତି ନିବାରଣ, ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ଉଦୁଲିବେଡା ସରପଞ୍ଚ ଶ୍ରୀମତୀ ଶୁକମତି…