Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ତେଲେନପାଲି ରେ ପଞ୍ଚାୟତ ସ୍ତରୀୟ ଗ୍ରାମ୍ୟ ବିକାଶ କମିଟି ଗଠିତ

74 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ଶୁକ୍ରବାର ଗ୍ରାମ୍ୟ ବିକାଶ କମିଟି ଗଠିତ ହୋଇଯାଇଛି । ଆର ସି ଡି ସି ବଲାଙ୍ଗିର ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ଟେକେନ୍ଦ୍ର ଜାଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା , ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ , ପୂର୍ବତନ ଜିଲ୍ଲାପରିଷଦ ବିପ୍ର ବିଶି , ବଂଶୀଧର ବେହେରା ଯୋଗ ଦେଇ ଗ୍ରାମାଞ୍ଚଳ ର ବିକାଶ ପାଇଁ ଗ୍ରାମ ବିକାଶ କମିଟି ର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ ।

ଏହି ଅବସର ରେ ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ରୂପେ ଅନୁସୁୟା ଭୋଇ , ଉପ ସଭା ନେତ୍ରୀ ରୂପେ ରିନା ପଧାନ , ସମ୍ପାଦିକା ରୂପେ କମଳା ନାଏକ , ସହ ସମ୍ପାଦିକା ରୂପେ ଗଙ୍ଗେଇ ହଂସ ଓ କୋଷାଧ୍ୟକ୍ଷ ରୂପେ ସୌଦାମିନୀ ବାଗ ମନୋନୀତ ହୋଇଥିଲେ। ବୈଠକରେ ପଞ୍ଚାୟତ ର ସମସ୍ତ ଗ୍ରାମ ର ମହିଳା ପ୍ରତିନିଧି ଉପସ୍ଥିତ ଥିବା ବେଳେ ଲିଙ୍ଗରାଜ ନିଆଲ ଧନ୍ୟବାଦ ଦେଇଥିଲେ।

Related Post

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ

Posted by - March 11, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ଜଙ୍ଗଲ ବଞ୍ଚିଲେ ଅlମେବଞ୍ଚିବା!ଏହାକୁ ପାଥେୟ କରି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ ଙ୍କ ତତ୍ଵାବଧାନରେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ…

ବୃକ୍ଷ ରୋପଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଯୋଜନା ପ୍ରସ୍ତୁତ କର: ଜିଲ୍ଲାପାଳ

Posted by - July 14, 2020 0
ଯାଜପୁର ଅଫିସ :ବ୍ୟାପକ ବୃକ୍ଷ ରୋପଣ ସହ ଏହା ମାଧ୍ୟମରେ ଯେପରି ଜୀବିକା ଊପାର୍ଜନ ଓ ଆର୍ଥିକ ଅଭିବୃଦ୍ଧି ଘଟିପାରିବ ସେଥିପ୍ରତି ମଧ୍ୟ ମନୋନିବେଶ କରିବାକୁ ଜିଲ୍ଳ୍‌ାପାଳ…

ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ରେ ଜିଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ରେ ଜିଲାପାଳ ଅଫିସ ସମ୍ମୁଖରେ ଗଣ…

ପୁରୁଣା ହୋମ ପାଇପ ପକାଇ ପୋଲ ନିର୍ମାଣ, ବଢୁଛି ଜନ ଅସନ୍ତୋଷ

Posted by - August 26, 2021 0
ବୌଦ୍ଧ:୨୫/୮(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ହରଭଙ୍ଗା ରାସ୍ତା ର ସଦଲଗଣ୍ଡା ଘାଟି ନିକଟରେ ଚାଲିଥିବା ପୋଲ ନିର୍ମାଣ କାର୍ଯ୍ୟ ନିମ୍ନ ମାନର…