ନନ୍ଦନକାନନରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

324 0

ଭୁବନେଶ୍ବର:(ସନ୍ତୋଷ ରାଉତ) ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ।ଏହି ଅବସରରେ ନନ୍ଦନକାନନ ପାଳୁଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ନନ୍ଦନକାନନର ବାଘ ଖୁଆଡ଼ ପାଖ କାନନ ଛକ ରେ ଏକ ସଭାକାର୍ଯ୍ୟ ଓ ପଯ୍ୟଟକ ମାନଙ୍କ ପାଇଁ ଏକ ସିଗନେଚର କ୍ୟାମ୍ପ ଆୟୋଜନ କରାଯାଇଛି ,ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖ ରେ ଏ ଦିବସ ପାଳନ କରାଯାଇଥାଏ । ଜଙ୍ଗଲ କ୍ଷୟ କୁ ରୋକଯାଇ ବାଘ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି ଉଦେଶ୍ୟ ରେ ଏ ଦିବସ ପାଳନକରାଯିଵା ର ମୁଖ୍ୟ ଉଦେଶ୍ୟ ରହିଛି ।ଏହି ଅବସର ରେ ଅନଲାଇନ ମାଧ୍ୟମ ରେ କୁଇଜ ପ୍ରତିଯୋଗିତା ରେ ଭାଗନେଇଥିବା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ.ବାଘ ଯନ୍ତୁରକ୍ଷକ ମାନଙ୍କୁ ପୁରସ୍କୃତ କରାଯିବ।

ବାଘ ମାନଙ୍କ ସୁରକ୍ଷା କିଭଳି କରାଯିବ ଏକ ଆୱାରନେସ କାର୍ଯ୍ୟକ୍ରମ, ପଯ୍ୟଟକ ମାନଙ୍କ ପାଇଁ ବାଘ ଫଟ ସହିତ ସେଲ୍ଫି ପଏଣ୍ଟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମଚାରୀ ଙ୍କ ସମେତ, ଅତିଥି ଭାବେ ୱାଇଲଡଲାଇଫ ପିସିସିଏଫ ଶଶୀ ପଲ,ନନ୍ଦନକାନନ ନିଁର୍ଧେଶକ ମନୋଜ ଭି. ନୟାର, ଉପନିର୍ଧେଶକ ସଞ୍ଜିତ କୁମାର ସମେତ ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ବାଘ ସଂଖ୍ୟା ଏବେ ୨୬ରେ ପହଁଚିଛି ।୩ ପ୍ରଜାତିର ବାଘ, ନାଲି ବାଘ,ମେଳାନିସ୍ଟିକ କଳା ବାଘ, ଓ ସାଧାରଣ ରଙ୍ଗର ନାଲି ବାଘ ଅଛନ୍ତି । ଆଗକୁ ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।

ଏଠାରେ ଭିଡିଓ ଦେଖନ୍ତୁ………….

Related Post

ବିଶିଷ୍ଟ ସି ପି ଆଇ ଏମ ନେତା କମ୍ରେଡ଼ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

Posted by - May 24, 2022 0
ଭୁବନେଶ୍ବର(ବ୍ୟୁରୋ) :ଭୁବନେଶ୍ବର ପୂର୍ବତନ ସାଂସଦ ତଥା ବିଶିଷ୍ଟ ସି ପି ଆଇ ଏମ ନେତା କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ୯୨ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ…

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲାମାରି ଧାରଣା ଦେଲେ ଛାତ୍ର ଛାତ୍ରୀ

Posted by - July 20, 2023 0
ବୌଦ୍ଧ:୧୯/୦୭ (ଚିତ୍ତରଞ୍ଜନ ସିଂହ)ସ୍କୁଲରେ ତାଲାମାରି ଧାରଣାଦେଲେ ଛାତ୍ର ଛାତ୍ରୀ । ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲାମାରି ଧାରଣାଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ବୌଦ୍ଧ…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ବେରୁଦା ପଂଚାୟତରେ ରେଡକ୍ରସ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।   ଏହି ଶିବିରରେ ପାଂଉଣ୍ଡେସନର ସଦସ୍ୟ, ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କୋରୋନା ସମୟରେ ରକ୍ତସଂକଟ ଦୂର ପାଇଁ ନିୟମିତ ଭାବେ ରକ୍ତ ସଂଗ୍ରହ କରୁଛି ପାଂଉଣ୍ଡେସନ ।

କଂଗ୍ରେସ ର ବନ୍ଦ ଡ଼ାକରା କୁ ହାଇକୋର୍ଟଙ୍କ ବାରଣ

Posted by - November 12, 2021 0
ଭୁବନେଶ୍ବର/କଟକ/ କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମମିତା ହତ୍ୟାକାଣ୍ଡ ମାମଲାରେ ଆସନ୍ତା କାଲି କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଆହ୍ଵାନ କୁ ମାନ୍ୟବର ହାଇକୋର୍ଟ…

କଠୋର ହେଲା ପ୍ରଶାସନ,ନିୟମ ନ ମାନିଲେ ହେବେ ଗିରଫ : ଯାଜପୁର ଜିଲ୍ଲାପାଳ

Posted by - March 23, 2020 329
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏଥିରେ…