ନନ୍ଦନକାନନରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

74 0

ଭୁବନେଶ୍ବର:(ସନ୍ତୋଷ ରାଉତ) ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ।ଏହି ଅବସରରେ ନନ୍ଦନକାନନ ପାଳୁଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ନନ୍ଦନକାନନର ବାଘ ଖୁଆଡ଼ ପାଖ କାନନ ଛକ ରେ ଏକ ସଭାକାର୍ଯ୍ୟ ଓ ପଯ୍ୟଟକ ମାନଙ୍କ ପାଇଁ ଏକ ସିଗନେଚର କ୍ୟାମ୍ପ ଆୟୋଜନ କରାଯାଇଛି ,ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖ ରେ ଏ ଦିବସ ପାଳନ କରାଯାଇଥାଏ । ଜଙ୍ଗଲ କ୍ଷୟ କୁ ରୋକଯାଇ ବାଘ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି ଉଦେଶ୍ୟ ରେ ଏ ଦିବସ ପାଳନକରାଯିଵା ର ମୁଖ୍ୟ ଉଦେଶ୍ୟ ରହିଛି ।ଏହି ଅବସର ରେ ଅନଲାଇନ ମାଧ୍ୟମ ରେ କୁଇଜ ପ୍ରତିଯୋଗିତା ରେ ଭାଗନେଇଥିବା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ.ବାଘ ଯନ୍ତୁରକ୍ଷକ ମାନଙ୍କୁ ପୁରସ୍କୃତ କରାଯିବ।

ବାଘ ମାନଙ୍କ ସୁରକ୍ଷା କିଭଳି କରାଯିବ ଏକ ଆୱାରନେସ କାର୍ଯ୍ୟକ୍ରମ, ପଯ୍ୟଟକ ମାନଙ୍କ ପାଇଁ ବାଘ ଫଟ ସହିତ ସେଲ୍ଫି ପଏଣ୍ଟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମଚାରୀ ଙ୍କ ସମେତ, ଅତିଥି ଭାବେ ୱାଇଲଡଲାଇଫ ପିସିସିଏଫ ଶଶୀ ପଲ,ନନ୍ଦନକାନନ ନିଁର୍ଧେଶକ ମନୋଜ ଭି. ନୟାର, ଉପନିର୍ଧେଶକ ସଞ୍ଜିତ କୁମାର ସମେତ ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ବାଘ ସଂଖ୍ୟା ଏବେ ୨୬ରେ ପହଁଚିଛି ।୩ ପ୍ରଜାତିର ବାଘ, ନାଲି ବାଘ,ମେଳାନିସ୍ଟିକ କଳା ବାଘ, ଓ ସାଧାରଣ ରଙ୍ଗର ନାଲି ବାଘ ଅଛନ୍ତି । ଆଗକୁ ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।

ଏଠାରେ ଭିଡିଓ ଦେଖନ୍ତୁ………….

Related Post

ଭୁବନେଶ୍ୱର: ଏସ୍‌ପ୍ଲାନେଡ୍‌ ମଲର ଗୁଣ୍ଡାରାଜ୍‌

Posted by - December 28, 2019 0
ଭୁବନେଶ୍ୱର: ଏସ୍‌ପ୍ଲାନେଡ୍‌ ମଲର ଗୁଣ୍ଡାରାଜ୍‌ । ଖବର ପ୍ରସାରଣ କରୁଥାବା ସାମ୍ବାଦିକାଙ୍କୁ ମାଡ଼ । କ୍ୟାମେରା ଭାଙ୍ଗିଦେବାକୁ ବି ଧମକ ଦେଲେ । ବେଆଇନ୍‌ ପାର୍କିଂ ଫି…

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରତିନିଧି ଦଳ

Posted by - August 31, 2021 0
ଭୁବନେଶ୍ୱର ଉତ୍ତର:(ସନ୍ତୋଷ ରାଉତ)ପ୍ରତ୍ୟେକ ବର୍ଷଭଳି ଚଳିତବର୍ଷ ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରିୟ ଚିଡ଼ିଆଖାନା ର ପ୍ରତିନିଧି ।ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ଜଣିକିଆ ପ୍ରତିନିଧି ଭାବରେ ଶ୍ରୀ ଇଉ…

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ , ଶ୍ରମିକଙ୍କୁ ବକେୟା ମଜୁରୀ ଟଙ୍କା ନ ମିଳିବାରୁ କାମ ବନ୍ଦ କଲେ ଶ୍ରମିକ

Posted by - April 26, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ଉପରେ ସେତୁ ନିର୍ମାଣ କାମ ଦିନକୁ ଦିନ ସରି ସରି ଆସୁଥିବା ବେଳେ , କାମ…

୫ଟି ନାମରେ ଲୋକଙ୍କୁ ଭୁଆଁ ବୁଲାଇ ସରକାରୀ ଜମିରୁ ମାଟି ଲୂଟୁଛନ୍ତି ମାଫିଆ,କାର୍ଯ୍ୟାନୁଷ୍ଠାନ ଶୁନ

Posted by - March 29, 2022 0
ବାଲେଶ୍ଵର: ବସ୍ତା ଅଞ୍ଚଳରେ ଦିନକୁ ଦିନ ସକ୍ରିୟ ହୋଇ ଉଠିଛନ୍ତି ମାଟି ମାଫିଆ, କୋଉଠି ରାଜସ୍ୱ ବିଭାଗର ଆଖିରେ ଧୂଳି ଦେଇ ସରକାରି ଜମିରୁ ମାଟି ଲୋଟି…

ଟେଲି ଅଭିନେତ୍ରୀ ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି

Posted by - January 9, 2019 83
କଟକ: ବୁଧବାର ଟେଲି ଅଭିନେତ୍ରୀ ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ନିକିତାଙ୍କ ମୃତ୍ୟୁ ଛାତରୁ ପଡ଼ିଯିବା ହେତୁ…