Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି ବଡ ସଫଳତା

86 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଚଳିତ ବର୍ଷ ଯୁକ୍ତ -୨ ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାରେ ସମ୍ବଲପୁର ଧନକଉଡ଼ା ବ୍ଲକର ଶାସନ ସ୍ଥିତ ବିକାଶ ହାଇଅର ସେକେଣ୍ତାରୀ ସ୍କୁଲକୁ ମିଳିଛି ବଡ ସଫଳତା l ନିକଟରେ ପ୍ରକାଶ ପାଇଥିବା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିବା ବେଳେ ଚଳିତ ଥର ବିକାଶ ହାଇଅର ସେକେଣ୍ତାରୀ ସ୍କୁଲରେ ଶତପ୍ରତି ଶତ ଛାତ୍ରଛାତ୍ରୀ ପାସ କରିଛନ୍ତି l

ଚଳିତ ବର୍ଷ ବିଜ୍ଞାନରେ ୧୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫୯ ଜଣ ପ୍ରଥମ ଓ ୧୧ ଜଣ ଦ୍ଵିତୀୟ ସ୍ଥାନରେ ରହିଛନ୍ତି l ସେହିପରି ବାଣିଜ୍ୟରେ ୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩ ଜଣ ପ୍ରଥମ ଓ ୩ ଜଣ ଦ୍ବତୀୟ ସ୍ଥାନରେ ରହିଛନ୍ତି l ପରୀକ୍ଷାରେ ଉତ୍ତିଣ୍ଣ ହେଵା ପରେ ଛାତ୍ରଛାତ୍ରୀ ମାନେ ତାଙ୍କ ଶ୍ରେୟ ବାପା ମାଁ ଓ ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷକ ଙ୍କୁ ଦେଇଛନ୍ତି l

Related Post

ଓଡିଶା ମିଲେଟ ମିଶନ ରେ ଅନିୟମିତତା, ୱାସନ ନିୟନ୍ତ୍ରଣ କରୁଛି କଳାହାଣ୍ଡି କୃଷି ବିଭାଗ

Posted by - June 13, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି କୃଷି ବିଭାଗର ବ୍ୟାପକ ଅନିୟମିତତା ଯୋଗୁଁ ଭିଜିଲାନ୍ସ ଚଢାଉ ହୋଇସାରିଥିଲେ ହେଁ ଏ ଯାବତ୍ ପଶିନାହିଁ ବିଭାଗ…

ଅନଗୁଳ ଠାରେ ଜାତିୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

Posted by - December 3, 2019 0
ଅନଗୁଳ ଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ସମିଳନୀ କକ୍ଷ ଠାରେ ଜାତିୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି .ଉକ୍ତ ଦିବସରେ ଜିଲ୍ଲାପାଳ ମନୋଜ ମହାନ୍ତି ମୁଖ୍ୟ ଅତିଥି ଭାବରେ…

ମା’ ଭଣ୍ଡାର ଘରଣୀ କଳିଙ୍ଗ ବୈଶ୍ଯ ସଂଘ ତରଫ ରୁ ସମ୍ବର୍ଦ୍ଧନା ସଭା

Posted by - May 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ନବରଙ୍ଗପୁର ମା’ ଭଣ୍ଡାର ଘରଣୀ କଳିଙ୍ଗ ବୈଶ୍ଯ ସଂଘ ତରଫ ରୁ ନବରଙ୍ଗପୁରସ୍ତ ସାଇ କଲ୍ୟାଣ ମଣ୍ଡପ ଠାରେ ଏକ ସମ୍ଭର୍ଦ୍ଦନା…

ଗୋ ଶ୍ରଦ୍ଧା ବୈଠକ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

Posted by - August 12, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି…

ଦଳ ଛାଡି ରାଜନୀତି ରୁ ସନ୍ୟାସ ନେଲେ ବିଜେଡି ବରିଷ୍ଠ ନେତା ସିମନ୍ତ ହୋତା

Posted by - July 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଳକର ଟାଣୁଆ ବିଜେଡି ନେତା ସିମନ୍ତ ହୋତା ଆଜି ବିଜେଡି ଦଳ ଛାଡିଥିବା ଘୋଷଣା କରିଛନ୍ତି । ସିମନ୍ତ କହିଛନ୍ତି…