ଭିକ୍ଷାବୃତ୍ତିରୁ ନିବୃତ ରହି ସ୍ବାବଲମ୍ବୀ ହେବାର ନିଆରା ବାର୍ତ୍ତା ଦେଲା ବରଗଡ଼ ସଂକଳ୍ପ ପରିବାର

75 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ) ଭିକ୍ଷା ବୃତ୍ତି କରି ଜୀବନ କାଟୁଥିବା ଅସହାୟ ,ବିକଳାଙ୍ଗ ବୃଦ୍ଧ ଙ୍କୁ ସ୍ବାବଲମ୍ବୀ କରିବାର ପ୍ରୟାସ କଲା ବରଗଡ଼ ସ୍ଵେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାର । ବରଗଡ଼ ବ୍ଳକ ଅନ୍ତର୍ଗତ ‌ଦେଓଗାଁ ପଞ୍ଚାୟତ ଚଣ୍ଡିପାଲି ଗ୍ରାମ ର ଜଣେ ବିକଳାଙ୍ଗ ବୃଦ୍ଧ ପେଟପାଟଣା ପାଇଁ ବହୁ କଷ୍ଟରେ ଗାଁ ଗାଁ ଯାଇ ଭିକ୍ଷା ସଂଗ୍ରହ କରି ତାଙ୍କ ସ୍ତ୍ରୀ ଓ ତାଙ୍କ ଗୁଜୁରାଣ ମେଣ୍ଟାଉଥିବା ଜାଣି ବରଗଡ଼ ସ୍ବେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ଓ ତାଙ୍କୁ ଏକ ଟ୍ରାଇ ସାଇକଲ ସହିତ କିଛି ବେଲୁନ ପ୍ରଦାନ କରି ନିଜେ ବେଲୁନ ବିକ୍ରି କରି ସ୍ବାବଲମ୍ବୀ ହେବାକୁ ଉତ୍ସାହିତ କରିଛନ୍ତି।

Related Post

ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

Posted by - November 10, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଆଜି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ…

କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ

Posted by - March 21, 2021 0
କୋରାପୁଟ : କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ…

କରୋନା କଟକଣା ମଧ୍ୟରେ ‘ଜୀବନବିନ୍ଦୁ’ ରକ୍ତ ଦାନ ଶିବିର ଅନୁଷ୍ଠିତ, ସଂଗୃହିତ ହେଲା ୧୧୧ ୟୁନିଟ୍ ରକ୍ତ

Posted by - August 8, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ନୀଳଗିରି ଏନ୍. ଏ. ସି. କଲ୍ଯାଣ ମଣ୍ଡପ ପରିସର ରେ, ସାମାଜିକ ଦୂରତା ଓ କରୋନା କଟକଣା କୁ ପାଳନ କରି, ‘ଜୀବନ ବିନ୍ଦୁ’…

ଯାଜପୁର ବିରଜାପୁର ରାହାସ ଉତ୍ସବ ।

Posted by - November 15, 2019 0
ଯାଜପୁର( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜାପୁର ଗାଁରେ ୭ ଦିନ ଧରି ଚାଲିିଥିବା ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଅବସରରେ ଦାସକାଠିଆ,ପାଲା,ଭଜନ ସଂଧ୍ୟା ଭଳି…

ବାରିକ ସମାଜ ର ମହାସଭା

Posted by - June 17, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ନିକଟସ୍ଥ ଝାଙ୍କରାଇ ପୀଠ ରେ ଘୁମୁସର ତାଲୁକା ନିଖିଳ ଉତ୍କଳ ବାରିକ ସମାଜ ର ମହାସଭା ଅନୁଷ୍ଠିତ ହୋଇ ଯାଇଅଛି ।…