କେନ୍ଦୁଝର,୨୭/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟ ପରିସରେ ରେ +୨ ପ୍ରଥମ ବାର୍ଷିକ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କୁ ଦିତ୍ବୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସ୍ବାଗତ ଉତ୍ସବ ପାରଂପରିକ ରିତିରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷା ସନ୍ମତି ସାହୁଙ୍କ ଦ୍ବାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା +୨ଦ୍ବିତୀୟ ବର୍ଷ ଓ ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥିଭାଵେ ଶ୍ରୀ ଯୋଗେନ୍ଦ୍ର ନାଥ ସାହୁ,ଶ୍ରୀଯୁକ୍ତ ଜଳଧର ସାହୁ,ଶ୍ରୀଯୁକ୍ତ କିଶୋର ଚ଼ନ୍ଦ୍ର ସାହୁ,ଶ୍ରୀଯୁକ୍ତ ସହଦେବ କୁଅଁର ଯୋଗଦେଇଥିଲେ।
ମୁଖ୍ୟବକ୍ତ ଭାବେ ଶ୍ରୀଯୁକ୍ତ ହରିହର ଦାସ ଯୋଗଦେଇ ପିଲାମାନଙ୍କ ଉଦ୍ଧେଶ୍ୟ ରେ ତାଙ୍କର ବହୁମୁଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚ଼ାଳନା ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁରେଶ କୁମାର ଆଚାର୍ଯ୍ୟ କରିଥିଲେ। ସାଂସ୍କୃତିକ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ରାମଶଙ୍କର ସାହୁ,ଶେଷ ରେ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ସୁଚ଼ାରରୂପ ତୁଲାଇଥିଲେ।ଶେଷରେ ପିଲା ମାନଙ୍କ ଦ୍ବାରା ସାସ୍କୃୁତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଗ୍ରାମର ଜନସାଧାରଣ ଏବଂ ସମସ୍ତ କର୍ମଚ଼ାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Definitely believe that which you said. Your favorite reason seemed to be on the
web the easiest thing to be aware of. I say to you, I definitely get irked while people think about worries that
they just do not know about. You managed to hit
the nail upon the top as well as defined out the whole thing without having side-effects , people could take a signal.
Will likely be back to get more. Thanks
Take a look at my page; tracfone