ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ବାଗତଉତ୍ସବ

731 15

କେନ୍ଦୁଝର,୨୭/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟ ପରିସରେ ରେ +୨ ପ୍ରଥମ ବାର୍ଷିକ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କୁ ଦିତ୍ବୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସ୍ବାଗତ ଉତ୍ସବ ପାରଂପରିକ ରିତିରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷା ସନ୍ମତି ସାହୁଙ୍କ ଦ୍ବାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା +୨ଦ୍ବିତୀୟ ବର୍ଷ ଓ ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥିଭାଵେ ଶ୍ରୀ ଯୋଗେନ୍ଦ୍ର ନାଥ ସାହୁ,ଶ୍ରୀଯୁକ୍ତ ଜଳଧର ସାହୁ,ଶ୍ରୀଯୁକ୍ତ କିଶୋର ଚ଼ନ୍ଦ୍ର ସାହୁ,ଶ୍ରୀଯୁକ୍ତ ସହଦେବ କୁଅଁର ଯୋଗଦେଇଥିଲେ।

ମୁଖ୍ୟବକ୍ତ ଭାବେ ଶ୍ରୀଯୁକ୍ତ ହରିହର ଦାସ ଯୋଗଦେଇ ପିଲାମାନଙ୍କ ଉଦ୍ଧେଶ୍ୟ ରେ ତାଙ୍କର ବହୁମୁଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚ଼ାଳନା ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁରେଶ କୁମାର ଆଚାର୍ଯ୍ୟ କରିଥିଲେ। ସାଂସ୍କୃତିକ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ରାମଶଙ୍କର ସାହୁ,ଶେଷ ରେ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ସୁଚ଼ାରରୂପ ତୁଲାଇଥିଲେ।ଶେଷରେ ପିଲା ମାନଙ୍କ ଦ୍ବାରା ସାସ୍କୃୁତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଗ୍ରାମର ଜନସାଧାରଣ ଏବଂ ସମସ୍ତ କର୍ମଚ଼ାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related Post

ଧାନ ବୋଝେଇ ଟ୍ରକ ଓଲଟି ଚାଳକ ଗୁରୁତର ।

Posted by - March 15, 2019 273
ଯାଜପୁର:୧୨-୦୩-୧୯(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କିଆନାଳିକୂଳ ପୋଲପାଶ୍ୱର୍ରେ ଧାନ ବୋଝେଇ ଟ୍ରକଟି ଓଲଟି ଚାଳକ ଗୁରୁତର । ଟ୍ରକଟି ବିଂଝାରପୁରରୁ ଧାନ ବୋଝେଇ କରି ଚଣ୍ଡିଖୋଲ ଅଭିମୁଖେ ଯାତ୍ରା…

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ

Posted by - December 4, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ତରଫରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ହୋଇ ଯାଇଛି | ପରିଷଦର ନିର୍ବାହୀ ଅଧିକାରୀ ଏସ…

ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ

Posted by - October 5, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ…

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ୫ମ ବାର୍ଷିକୋତ୍ସବ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମନ୍ତ୍ରମୁଗ୍ଧ

Posted by - December 28, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଜା) ପକ୍ଷରୁ ରବିବାର ସାମ୍ବାଦିକ ଭବନ ଠାରେ ସଂଘର ପଞ୍ଚମ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ…

There are 15 comments

  1. Good day! Do you use Twitter? I’d like to follow you if that would be okay.

    I’m absolutely enjoying your blog and look forward to new updates.

  2. We stumbled over here coming from a different website and thought I
    may as well check things out. I like what I see so i am just following you.
    Look forward to looking at your web page yet again.

  3. Thanks for the marvelous posting! I actually enjoyed reading it, you’re a great author.I will make certain to bookmark your blog and may come back
    later on. I want to encourage that you continue your great posts, have
    a nice morning!

  4. Wow that was unusual. I just wrote an extremely long comment but after I clicked submit my comment didn’t show up.
    Grrrr… well I’m not writing all that over again. Anyway,
    just wanted to say wonderful blog!

  5. Very good blog! Do you have any helpful hints for aspiring writers?
    I’m hoping to start my own site soon but I’m a little lost on everything.
    Would you propose starting with a free platform like WordPress or go for a paid option?
    There are so many choices out there that I’m completely overwhelmed ..
    Any suggestions? Cheers!

  6. I was very pleased to discover this web site. I
    need to to thank you for ones time for this particularly
    fantastic read!! I definitely appreciated every little bit of it and i also have you saved as a favorite to look at new things in your web site.

Leave a comment

Your email address will not be published.