ଓଜେଇଇ ପ୍ରବେଶିକା ପରୀକ୍ଷାରେ ଓଡିଶା ଟପର ଯାଜପୁରର ଅରୁପ ପଣ୍ଡା

196 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରକାଶ ପାଇଛି ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ। ଏଥିରେ ସାରା ଓଡ଼ିଶା ରେ ଟପର ହୋଇଛନ୍ତି ଯାଜପୁର କୁଆଁସରପୁର ଅଞ୍ଚଳ ର ଅରୁପ ପଣ୍ଡା। ସେ ବି ଫାର୍ମା ରେ ସାରା ଓଡ଼ିଶାର ପ୍ରଥମ ସ୍ଥାନ ହାସଲ କରିଥିବାରୁ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ବାପା ଜିତେନ୍ଦ୍ରିୟ ପଣ୍ଡା ଓ ମା ଅପର୍ଣ୍ଣା ପଣ୍ଡା ଉଭୟ ଶିକ୍ଷକ ଅଛନ୍ତି। ପିଲା ଦିନୁ ଜଣେ ମେଧାବୀ ଛାତ୍ର ଭାବେ ଅରୁପ ବେଶ ପରିଚିତ ଥିଲେ।

ତାଙ୍କର ଏହି ସଫଳତା ପାଇଁ ନିଜ ପିତାମାତା ଙ୍କ ସହିତ ଶିକ୍ଷକ ଙ୍କୁ ଶ୍ରେୟ ଦେଇଛନ୍ତି। କଠିନ ପରିଶ୍ରମ କରିବା ସହିତ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବାକୁ ଅରୁପ ପରାମର୍ଶ ଦେଇଛନ୍ତି। ସେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ,ଆଗକୁ ସେ ଜଣେ ଭଲ ଡାକ୍ତର ହେବେ ବୋଲି ସେ କହିଛନ୍ତି।

Related Post

ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା

Posted by - December 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍…

କୋଭିଡ ଟୀକାକରଣ କେନ୍ଦ୍ର ରେ ଅନିୟମିତତା

Posted by - July 25, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ ) ବୌଦ୍ଧ ହରଭଙ୍ଗା ବ୍ଲକ ଧଳପୁର ଯୋଗେନ୍ଦ୍ର ନାରାୟଣ ହାଇସ୍କୁଲ ରେ ଆଜି କୋଭିଡ -19ଟୀକାକରଣ କୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି!ସୂଚନା…

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

Posted by - May 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା…

ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁରବ୍ଲକ ର ବିଭିନ୍ନ ସ୍ଥାନରେ କୋଭିଡ କୋଟକଣା ନିୟମ ଅନୁଯାଇ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି! ଏହି ଅବସରରେ ନବରଙ୍ଗପୁର…

କନିଷ୍ଟ ଯନ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Posted by - June 5, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ତାରିଖରେ କନିଷ୍ଟ ଯନ୍ତ୍ରୀଙ୍କୁ ମାଉଜର ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି…