ଓଡ଼ିଶା ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

117 0

ଯାଜପୁର:ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ବାର୍ଷିକ ଉତ୍ସବ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଂଜନ କୁମାର ଦାସ ଯୋଗ ଦେଇ ଆଧୁନିକ ନାରୀ ଙ୍କ ମନରୁ ଖୁସି କମି କମି ଯାଉଛି ଏବଂ  ଆଧୁନିକ ଯୁଗରେ ମୋବାଇଲ  ଟେଲିଭିଜନ୍ ମହିଳା ମାନଙ୍କ ମନରୁ ଖୁସି ଛଡ଼ାଇ ନେଇଛି ବୋଲି କହିଥିଲେ 

ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ସଭାପତି ଶ୍ରୀମତୀ ବିଦ୍ୟୁତଲତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଟକ ଶାଖାର ଆବାହକ ରୁମ୍ଝୁମ ନାୟକଭୂବନେଶ୍ୱର ଶାଖାର ଉପସଭାପତି ପ୍ରଭା ପଟନାୟକ ଯୋଗ ଦେଇଥିବା ବେଳେ ଆବାହିକା ସଂଯୁକ୍ତା ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ Iଏହି ଉତ୍ସବରେ ସଂସଦର ମୁଖପତ୍ର ଯଜ୍ଞା’ ସମେତ ବହୁ ପୁସ୍ତକ  ପତ୍ରିକା ଉନ୍ମୋଚିତ ହୋଇଥିଲା 

 

Related Post

ଆଦିବାସୀ ସଂଘ ତରଫରୁ ଭୂମି ହିନ ମାନଙ୍କୁ ଘର ଡିହ ଯୋଗାଇ ଦେବା ପାଇଁ ତହସିଲଦାର ଙ୍କୁ ଦାବି ପତ୍ର

Posted by - September 13, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଂଚାୟତ ର ମେରଘରା ଗ୍ରାମ ର ପ୍ରାୟ ପଚିଶ/ତିରିଶ ଆଦିବାସୀ ଭୂମିହୀନ ପାଇଁ ଧର୍ମଗଡ ତହସିଲଦାର ବରିହା…

କୋଭିଡ ସଚେତନତା ରଥର ଶୁଭାରମ୍ଭ

Posted by - February 5, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟ ରେ 10 ଦିନିଆଁ ବୌଦ୍ଧ…

କଳାହାଣ୍ଡି ରେ ପି ସି କେଳେଙ୍କାରୀ, ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଛି କାହାର ଭାଗ କେତେ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ପି ସି କାରବାର ର ଏକ…

ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କଲେ ଏସପି ଚରଣ ସିଂ ମୀନା

Posted by - January 6, 2020 33
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣା ବାଳାଶ୍ରମରେ ନୁଆ ବର୍ଷ ସହିତ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ…

ବଡ ଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ ଦାବିପତ୍ର ପ୍ରଦାନ

Posted by - July 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ରେ ବଡଖବର ର ମୁଖ୍ୟ ସମ୍ପାଦକ ତଥା ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ରାତିଅଧିଆ…