Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସମ୍ବଲପୁର ବିକାଶ କନସେଫ୍ଟ ସ୍କୁଲର ସଫଳତା

108 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିକାଶ କନସେପ୍ଟ ସ୍କୁଲରେ ସିବିଏସସି ଛାତ୍ରଛାତ୍ରୀ ଙ୍କ ବିପୁଳ ସଫଲତା । ଚଳିତ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ସିବିଏସସି ରେଜଲ୍ଟଟ ପ୍ରକାଶ ପାଇଛି । ଯୁକ୍ତ ୨ରେ ୨୩୬ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ସମସ୍ତେ A1 ଗ୍ରେଡରେ ଉତ୍ତିନ୍ନ କରିଛନ୍ତି । ୯୭ ପ୍ରତିଶତରେ ୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ମାଟ୍ରିକରେ ୧୬୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ପରୀକ୍ଷା ଦେଇଥିବା ବେଳେ ସମସ୍ତେ A1 ଗ୍ରେଡ ରଖିଛନ୍ତି । ଜଣେ ଛାତ୍ର ୯୮ ପ୍ରତିଶତ ମାର୍କ ଥିବାବେଳେ ୪ ଜଣ ୯୭ ପ୍ରତିଶତ ମାର୍କ ରଖିଛନ୍ତି । ବିକାଶ କନସେପ୍ଟ ସ୍କୁଲ ଭଲ ରେଜଲ୍ଟ କୁ ନେଇ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତରେ ବିଜୟ ସେଲିବ୍ରେସନ କରିଥିଲେ ।

Related Post

ସାଧୁ ଆନ୍ତୁନି କାପୁଚିୟାନ ଆଶ୍ରମର ଶୁଭାରମ୍ବ

Posted by - July 4, 2022 0
ଆମ୍ବଦଳା :(ରମାକାନ୍ତ ପାଡଲ) ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଅନ୍ତର୍ଗତ ଫାଟକପଡା ଠାରେ କାପୁଚି୍ୟାନ ସଙ୍ଗ ତରଫରୁ ସାଧୁ ଆନ୍ତୁନିଙ୍କ ନାମରେ ଆଶ୍ରମର ଶୁଭାଆରମ୍ବ କରିବା…

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରି ସାଲେପାଳି ଗାଁର ଶ୍ରମିକ ପାଉଣା ପାଇନଥିବା ଅଭିଯୋଗ , ପଞ୍ଚାୟତ କାର୍ଯ୍ୟଳୟ ରେ ପକାଇଲେ ତାଲା

Posted by - September 27, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସରକାର ଗ୍ରାମାଞ୍ଚଳ ରେ ବାସ କରୁଥିବା ଶ୍ରମିକ ମାନଙ୍କୁ କାମ ଯୋଗେଇ ଦେବା ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ…

ତଳଗାଁରେ ମେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

Posted by - July 25, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ଉପାନ୍ତ ବଣପାହାଡଘେରା ଘେରା ତଳ ଗାଁ, ପଂଚାୟତ ରହିଛି ୪୨ଟି ଛୋଟ ବଡଗ୍ରାମ ହେଲେ ଏଠାରେ ମ୍ୟାଲେରିଆ ର ପ୍ରାଦୁର୍ଭାବ ଯଥେଷ୍ଟ…

ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Posted by - April 26, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଠ ଦିନିଆ ଆତ୍ମ ସୁରକ୍ଷା ତାଲିମ…