Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ସୁବର୍ଣ୍ଣପୁରରେ ସାମ୍ବାଦିକଙ୍କୁ ସ୍ଵତନ୍ତ୍ର ବୁଷ୍ଟର ଡୋଜ ପ୍ରଦାନ

64 0

ସୋନପୁର: (ଅଜିତ କୁମାର ପୂଜାହାରୀ) ସୋନପୁର ସହର ର ଏନଜିଓସିସି ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ୱାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ଗ୍ରହଣ କରାଯାଇ ଆଜି ସ୍ଵତନ୍ତ୍ର ବୁଷ୍ଟର ଡୋଜ୍ (କୋଭିଡ) ଟୀକା ପ୍ରଦାନ କରାଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ପ୍ରମୋଦ କୁମାର ସାହୁଙ୍କ ଉଦ୍ୟମ ଦ୍ଵାରା ପ୍ରଥମ ପର୍ଯ୍ୟାୟ ରେ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ମାନଙ୍କୁ ଏହି ସ୍ଵତନ୍ତ୍ର ବୁଷ୍ଟର ଡୋଜ୍ ୪୦ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଛି l ଜିଲ୍ଲା ସ୍ତରୀୟ ସାମ୍ୱାଦିକ ମାନଙ୍କୁ ଆଜି ଏହି ସ୍ଵତନ୍ତ୍ର ବୁଷ୍ଟର ଡୋଜ୍ ପ୍ରଦାନ ପରେ ଆଗାମୀ ଦିନରେ ବ୍ଳକ ସ୍ତରୀୟ ସାମ୍ୱାଦିକ ମାନଙ୍କୁ ମଧ୍ଯ ସ୍ଵତନ୍ତ୍ର ବୁଷ୍ଟର ଡୋଜ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ସୂଚନା ଦେଇଛନ୍ତି l

 

Related Post

ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

Posted by - December 6, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ସ୍ଥିତ ସନ୍ଥନ ମହାବିଦ୍ୟାଳୟ ବାଲିଆପାଳ ଠାରେ ଗୀତାବାଣୀ ପ୍ରଚାର ସମିତିର ଅଧ୍ୟକ୍ଷ ସ୍ୱର୍ଗତ ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ…

କଣ୍ଟାମାଳ ରେ ନିଯୁକ୍ତି ମେଳା ଅନୁଷ୍ଠିତ

Posted by - April 8, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ରିଖ କଣ୍ଟାମାଲ ବ୍ଲକ ସ୍ଥିତ ପଂଚାୟତ ମହାବିଦ୍ୟାଳୟ, କଣ୍ଟାମାଲ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ର ମିଳିତ…

ସାପ କାମୁଡ଼ାରେ ବୃଦ୍ଧମୃତ

Posted by - June 24, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପିତାମ୍ବରପୁର ପଂଚାୟତ ଜିରାଡ୍ ଗ୍ରାମର ଅଚ୍ୟୁତାନନ୍ଦ ପ୍ରଧାନ (୬୩) ଏକ ବିଷଧର ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବାନେଇ ଜଣାପଡିଛି । ସୁଚନାମତେ…

ତେଲିବନ୍ଧରେ ଅଷ୍ଟମୀ ପୂଜା ସହିତ ଦୁର୍ଗାପୂଜା ଆରମ୍ଭ

Posted by - October 13, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ରୋପ କ୍ଳବ ଆନୁକୂଲ୍ୟରେ ବସଷ୍ଟାଣ୍ଡଠାରେ ଜଗତଜନନୀ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ସହିତ ଦୁର୍ଗା ପୂଜା ବୁଧବାର ଆରମ୍ଭ ହୋଇଛି।ପୂର୍ବାହ୍ନରେ ଗ୍ରାମ…

ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ

Posted by - August 7, 2022 0
ନବରଙ୍ଗପୁର: ୦୬/୦୮ (ବେଣୁ ଗୋପାଳ ରାଓ)ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ,ଅଧାରୁ ପାଠ ଛାଡିଥିବା ସମସ୍ତ…