ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବତନ୍ତ୍ର ପରିମଳ କାର୍ଯ୍ୟକ୍ରମ

141 0

କେସିଙ୍ଗା: (ପୀତେଶ ପଟେଲ) ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ଯରେ ସ୍ବଚ୍ଛତା । ଆମ ପରିବେଶ ପ୍ରଦୂଷଣ ମୁକ୍ତ ରହିଲେ ଆମେ ମଧ୍ଯ ସ୍ଵସ୍ଥ ରହୁଁ। ଏଥିପାଇ ସରକାରଙ୍କ ତରଫ ରୁ ସ୍ବତନ୍ତ୍ର ପରିମଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆରମ୍ଭ ହୋଇ କେସିଙ୍ଗାର ସମସ୍ତ ୧୨ଟୀ ଓ୍ବାର୍ଡ ବୁଲି ବୁଳି କେସିଙ୍ଗା ନଗରବାସୀଙ୍କୁ ସ୍ବଚ୍ଛ ପରିମଳ ବ୍ୟବସ୍ଥା ବିସୟ ରେ ସଚେତନ କରାଉଛନ୍ତି। କେସିଙ୍ଗା ଅଧ୍ୟକ୍ଷ, ନିର୍ବାହି ଅଧିକାରୀ, କାଉନସିଲର, ସ୍ବଛ ସାଥୀ ସମେତ ଏନ ଏ ସି କର୍ମଚାରୀ ସକ୍ରୀୟ ରୁପେ ସଚେତନ କାର୍ଯ୍ୟକ୍ରମ କୁ ଚାଳୁ ରଖିଛନ୍ତୀ।

 

Related Post

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଦିବସ ପାଳିତ,

Posted by - September 9, 2019 31
କେନ୍ଦୁଝର,୫/୯ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚ଼ାର୍ଯ୍ୟ ଶ୍ରୀଯୁକ୍ତ ଡ଼ମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳିତ…

ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

Posted by - March 22, 2019 0
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ…

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି ଘୋଷିତ

Posted by - September 24, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲେ ସୁଦ୍ଧା ସରଗରମ ହୋଇଛି କ୍ୟାମ୍ପସ ରାଜନୀତି ।…

ଆଶା ସାଥୀ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ଦାବୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସ୍ମାରକପତ୍ର ପ୍ରଦାନ

Posted by - February 10, 2020 66
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଆଶା ସାଥୀ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ଦାବୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳ ଙ୍କୁ ଏକ ସ୍ମାରକପତ୍ର…

ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲ ଚାଲାକ

Posted by - October 6, 2021 0
ବରଗଡ :ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ଠାରୁ ବିଜେପୁର କୁ ସଂଯୋଗ କରୁଥିବା ରାସ୍ତା ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା ।…