କୁଇକେଡା ଗ୍ରାମ ପଞ୍ଚାୟତ ବାସିନ୍ଦା ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପ୍ରଦାନ ଦାବି ନେଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

80 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସଇଁତଳା ବ୍ଲକ କୁଇକେଡ଼ା ଗ୍ରାମର ସରପଞ୍ଚ ଯୁଗଲାଲ ମାଝିଙ୍କ ନେତୃତ୍ଵରେ ଗ୍ରାମ ପଞ୍ଚାୟତର ବହୁତ ଚାଷୀ ଏକତ୍ରିତ ହୋଇ ୨୦୨୧ ମସିହାରେ ପ୍ରଧାନମନ୍ତ୍ରି ଫସଲ ବୀମା ରାଶି ନ ପାଇବାରୁ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହାୟକ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଦାବୀପତ୍ର ପ୍ରଦାନ ସମୟରେ ଅନିଲ କୁମାର୍ ଦୀପ, ଦୈତାରି ମହାନନ୍ଦ, ମକର ଧ୍ଵଜ ତାଣ୍ଡି, ଗୌରାଙ୍ଗ ହରପାଲ, ନକୁଲ ମାଝୀ, ଲକ୍ଷ୍ମୀଧର ସାହୁ, ମାକ୍ରନ ମାଝୀ, ମୁରଲୀ ମହାନନ୍ଦ, ଶେଷଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଭାରାସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ୍ ,ଚାଳକ ଗୁରୁତର,

Posted by - November 13, 2019 0
କେନ୍ଦୁଝର,୧୨/୧୧ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ ଫଳରେ ଚାଳକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪ପରିବାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା…

ମହିଳା ସାମାଜିକ କର୍ମୀ ବାଣ୍ଟିଲେ ସାନିଟାଇଜର

Posted by - April 16, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅମଠପୁର ପଞ୍ଚାୟତ ର ସାମାଜିକ କର୍ମୀ ଇଂ ସନ୍ଧ୍ୟାରାଣୀ ମଲ୍ଲିକ, ଶିକ୍ଷକ ଉତ୍ତମ କୁମାର ମଲ୍ଲିକ ଓ ଦୀପକ ମଲ୍ଲିକ ପ୍ରମୁଖ…

ବେଲଗୁଣ୍ଠା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀକୁ ପୋଷ୍ୟଭାବେ ଗ୍ରହଣ କଲେ ବ୍ରହ୍ମପୁର ବିଏନ୍ ଏନସିସି

Posted by - August 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ ଗୁଡି଼କ ଅବହେଳିତ ହୋଇ ପଡ଼ି ରହିବା ସହିତ ନଷ୍ଟ ମଧ୍ୟ ହୋଇଯାଉଛି I ଏହାକୁ…

ବୌଦ୍ଧ ଜିଲ୍ଲା ରେ ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠନ

Posted by - September 27, 2021 0
ବୌଦ୍ଧ:ଗତ ୨୪ ତାରିଖରେ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲା ର ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ…

ବିଦ୍ୟୁତ ତାର ଛିଣ୍ଡି ସିଂହପୁର ରେ ୬୫ବର୍ଷର ବୃଦ୍ଧ ମୃତ

Posted by - July 22, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଲକର ଜରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଉବାଙ୍କ ଗ୍ରାମରେ L. T. Line ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ଯୋଗୁ ଆଜି ପାହାନ୍ତାରେ…