ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ତରଫରୁ ମାଟ୍ରିକ ରେ ଗ୍ରେଡ 1 ପାଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ

59 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ତରଫରୁ ମାଟ୍ରିକ ରେ ଗ୍ରେଡ 1 ପାଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଛି।ଆଜି ତପସ୍ୱିନୀ ପ୍ରେକ୍ଷାଳୟରେ ଜିଲ୍ଲା ର ସମସ୍ତ ଗ୍ରେଡ 1 ଓ ଅଲିମ୍ପିଆଡ଼ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା।ତାଙ୍କୁ ଜିଲ୍ଲାପାଳ ଅନନ୍ୟା ଦାସ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ।ଜିଲ୍ଲା ର ନଅଟି ବ୍ଲକ ରୁ କୃତି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

ଏଥର ମାଟ୍ରିକ ପରୀକ୍ଷାରେ ଜିଲ୍ଲା ରୁ 95 ଜଣ ଛାତ୍ରଛାତ୍ରୀ ଗ୍ରେଡ 1 ପାଇଥିବା ବେଳେ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ସର୍ବ ଭାରତୀୟ ଅଲିମ୍ପିଆଡ଼ ରେ ମଧ୍ୟ ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ତାଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଏଭଳି ସମ୍ମାନୀତ ହେବା ପରେ ସେମାନଙ୍କର ଉତ୍ସାହ ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ମାନେ କହିଥିବା ବେଳେ ଜିଲ୍ଲାପାଳ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।

Related Post

ଦିର୍ଘ ବର୍ଷର ଅପେକ୍ଷା ପରେ ବାସ୍ତବ ରୂପ ନେଲା ଅଞ୍ଚଳ ବାସୀଙ୍କ ସ୍ଵପ୍ନ ,ଥୁଆମୂଳ ରାମପୁର ଜେ.ଏମ୍.ଏଫ୍.ସି କୋର୍ଟ ଲୋକାର୍ପିତ

Posted by - May 4, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଜେ.ଏମ୍.ଏଫ୍.ସି କୋର୍ଟ।…

ସହଙ୍ଗା ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ଥାନା ଘେରିଲେ ଓ ଦାବିପତ୍ର ଦେଲେ

Posted by - March 21, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ ସହଙ୍ଗା ଗ୍ରାମରେ ଦିନ ଓ ରାତିରେ ଅବାଦରେ ମଦ ବିକ୍ରି ହେଉଛି । ମଦ ପିଇ ଲୋକମାନେ…

ବୌଦ୍ଧ ଜିଲ୍ଲାରେ ଦ୍ୱାଦଶ ଜାତୀୟ ମତଦାନ ଦିବସ ପାଳିତ

Posted by - January 25, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳାରେ ଚଳିତ ବର୍ଷ 12ତମ ଜାତୀୟ ମତଦାନ ଦିବସ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା…

ଇପିଏଫ ପେନ୍‌ସନରର୍ସ ଆସୋସିଏସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର

Posted by - March 5, 2020 317
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅଲ ଓଡ଼ିଶା ଇପିଏଫ ପେନ୍‌ସନରର୍ସ ଆସୋସିଏସନ୍ ଆହ୍ନାନ କ୍ରମେ ଯାଜପୁର ଜିଲା ପକ୍ଷରୁ ୩ ଦଫା ଦାବୀ ପୂରଣନେଇ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ…