Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଟିଟିଲାଗଡ ଧବଳେଶ୍ବର ଓ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼

148 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ଟିଟିଲାଗଡ ଧବଳେଶ୍ଵର ମନ୍ଦିରରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ଦଧିବାମନ ଟ୍ରଷ୍ଟ ପକ୍ଷରୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବା ସହ ପ୍ରଭୂ ଧବଳେଶ୍ଵର ବାବାଙ୍କୁ ଅତି ସୁନ୍ଦର ଶୃଙ୍ଗାର ବେଶରେ ସାଜସଜ୍ଜା କରାଯାଇଥିଲା। ସେହିପରି ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିରରେ ନୂତନ ସଭାପତି ଶ୍ରୀ ପ୍ରକାଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଶ୍ରାବଣ ସୋମବାର ଉପଲକ୍ଷେ ଭକ୍ତଙ୍କ ନିମନ୍ତେ ଅତି ସୁନ୍ଦର ସାଜସଜ୍ଜା ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।

ମନ୍ଦିର କମିଟିର ସହଯୋଗ ଦ୍ଵାରା ଭକ୍ତଙ୍କ ପାଇଁ ଏହି ସୁବ୍ୟବସ୍ଥା କରାଯାଇଛି ଏବଂ ଆଗାମି ଦିନରେ ମଧ୍ୟ ଭକ୍ତଙ୍କ ପାଇଁ ଆହୁରି ସେବା ପ୍ରଦାନ କରିବାକୁ କମିଟି ନିଷ୍ପତି ନେଇଛି ବୋଲି ସଭାପତି ଶ୍ରୀ ଅଗ୍ରୱାଲ ସୁଚନା ଦେଇଛନ୍ତି। ଏହି ଶୃଙ୍ଖଳିତ ବ୍ୟବସ୍ଥା କରାଇବାରେ ସମ୍ପାଦକ ମୋହନ ଗୁପ୍ତା, ଉପ ସଭାପତି ସଜ୍ଜନ କମାନି, କୋଷାଧ୍ୟକ୍ଷ ଅମର ନାଥ ସିଙ୍ଗଲ, ସହ ସମ୍ପାଦକ ଆନନ୍ଦ ଖଇତାନ, ପୁର୍ବତନ ସଭାପତି ସୁରେଶ କମାନି ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Related Post

ଭୁବନେଶ୍ୱର ଉତ୍ତର ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ

Posted by - July 21, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ବାରଙ୍ଗ କୁଞ୍ଜ ବିହାରୀ କଲେଜ ନିକଟ କେନାଲ ବନ୍ଧରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚ…

ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ

Posted by - August 12, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ )ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁଙ୍କୁ ନେଇ ଆସେ।ବୋହୁ ଚାଲିଗଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲା ପୁଅ।ପୁଅ ହାତଗୋଡ଼ ଶିକୁଳିରେ ବାନ୍ଧିଦେଇଛନ୍ତି ବାପା…

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Posted by - August 17, 2022 0
ବୌଦ୍ଧ: (୧୧/୦୮) ::( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ…

ଭିଡିଓ ଭାଇରାଲ ହେବା ଘଟଣା ରେ ପ୍ରତିକ୍ରିୟା ରଖିଛି ବିଂଝାରପୁର ଡିଲର ସଙ୍ଘ ଓ ବିତନା ସରପଞ୍ଚ

Posted by - April 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିତନା ପଞ୍ଚାୟତ ଖଣ୍ଡାହତା ଗ୍ରାମର ଡିଲର ଶ୍ରୀନିବାସ ମିଶ୍ର ରାତିଅଧିଆ ଚାଉଳ ବିକ୍ରି କରିବା ନେଇ…