ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଏନଏଚଆଇ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

74 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଆଜାଦି କି ଅମୃତ ମହୋତ୍ସବ ଅବସରରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସମ୍ବଲପୁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏନଏଚଆଇ ଦ୍ବାରା ସମ୍ବଲପୁରର ସିନ୍ଦୁରପଙ୍କ ଠାରେ ଥିବା ୫୩ନଂ ଜାତୀୟ ରାଜପଥ କଡରେ ବିଭିନ୍ନ କିସମର ଏକ ହଜାର ବୃକ୍ଷ ରୋପଣ କରାଯାଇଥିଲା । ସାରା ଦେଶର ଜାତୀୟ ରାଜପଥକୁ ରାସ୍ତାକୁ ସବୁଜ ରାଜପଥରେ ପରିଣତ କରିବା ପାଇଁ ରାସ୍ତର କଡରେ ବୃକ୍ଷ ରୋପଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଏନଏଚଆଇ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ପୁଞ୍ଜ ଲୟଡ ଓ ଡିଭି ପ୍ରୋଜେକ୍ଟର ସଦସ୍ୟମାନେ ସାମିଲ ହୋଇଥିଲେ ।

Related Post

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

Posted by - December 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ରବି 2021-22 ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

ଆଦ୍ୟଶକ୍ତି ଜଗତଜନନୀ ମହାମାୟା ମନ୍ଦୀରର ବାର୍ଷିକୋତ୍ସବ ଅନୁଷ୍ଠିତ

Posted by - April 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ କେତକିଆଁ ପାଟଣା ଗ୍ରାମରେ ଆଦ୍ୟଶକ୍ତି ଜଗତଜନନୀ ମହାମାୟା ମନ୍ଦୀରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋମଯଜ୍ଞ,ନାମ…

ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ

Posted by - November 30, 2019 12
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଚଢ଼ାଉ । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ…

ଖପ୍ରାଖୋଲ ରେ ରୁପାନ୍ତରିତ ଉଚ୍ଚ ବିଦ୍ୟାଳୟର ଉଦଘାଟନୀ ଉତ୍ସବ

Posted by - November 21, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା )ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ରୁପାନ୍ତରିତ ମାନ୍ଯବର ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଅନଲାଇନ ମାଧ୍ୟମରେ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

Posted by - July 9, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା…