ଗ୍ରାମାଞ୍ଚଳଫୁଟବଲଟୁର୍ଣ୍ଣାମେଣ୍ଟ:ମହିଷାମୁଣ୍ତିଚାମ୍ପିଅନ,

2363 338

କେନ୍ଦୁଝର,୨୪/୯କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ଜଡ଼ିପଦା ଗ୍ରାମ ମା’ ସିନ୍ଦୁରଗୈାରୀ ସ୍ପୋଟିଙ୍ଗ କ୍ଲବ ଆନୂକୁଲ୍ୟରେ ଚ଼ଳିତ ବର୍ଷ ଚ଼ତୁର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ ରେ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ।ସିଲିସୁଆଁ ଏବଂ ମହିସାମୁଣ୍ତି ମଧ୍ୟରେ ଫାଇନାଲ ମ୍ୟାଚ଼ ଖେଳାଯାଇଥିଲା।ମହିସାମୁଣ୍ତି ୨-୦ଗୋଲ ଦେଇ ବିଜୟ ହୋଇ ଚ଼ଳିତ ବର୍ଷ ଚ଼ାମ୍ପିଅନ ହୋଇଛି।

ଏହା ସହିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷା କମଳିନୀ ପାତ୍ର ଯୋଗଦେଇ ଥିବାବେଳ ମୁଖ୍ୟବକ୍ତା ଭାବେ ମହିଳା ଫୁଟବଲ ପ୍ରଶିକ୍ଷକ ବିରେନ୍ଦ୍ର ମହାନ୍ତ ଗ୍ରାମର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ପରିଡ଼ା ସ୍ଥାନୀୟ ସରପଞ୍ଚ ଗୋରାଚ଼ାନ୍ଦ ଓରାମ୍ ନାଏବ ସରପଞ୍ଚ ସେବତୀ ନାୟକ ସମିତିସଭ୍ୟା ସୁନା ଫୁଲ ଓରାମ୍ ପ୍ରଥମ ପୁରସ୍କାର ଚ଼ମ୍ପିୟନଟିମ୍ କୁ ୧୫ହଜାରଟଙ୍କା ଦ୍ବିତୀୟ ରନର୍ସ ଟିମ୍ କୁ ୧୦ହଜାର ତୃତ୍ଵୀୟ ଜେ ଆର ଟନି ଏକ୍ସ ଆଇ କୁ ୮ହଜାର ଚ଼ତୁର୍ଥ ଆରୟାନ ଏକାଦଶ କୁ ୫ହଜାର ପ୍ରଦାନ କରିଥିଲେ।ରେଫରୀ ଜିତେନ ମହାନ୍ତ,କୃଷ୍ଣଚ଼ନ୍ଦ୍ର ମହାନ୍ତ,ଶଙ୍କର୍ଷଣ ନାଏକ,ସନ୍ତୋଷ ମହାକୁଡ଼ ପରିଚ଼ାଳନାକରିଥିଲେ।ଖେଳ ଦେଖିବା ଆଖ ପାଖର ଶତାଧିକ ଜନସାଧାରଣ ଖେଳ ଦେଖିବାକୁ ଭିଡ଼ ଜମିଥିଲା।

Related Post

ବନ୍ଧୁମିଳନ ବ୍ୟାଡମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ

Posted by - January 1, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଅମ୍ବାଦଳା ମା ଗ୍ରାମ ଦେବତୀ ବ୍ୟାଡମିଣ୍ଟନ ପ୍ରତଷ୍ଠାନ ଦ୍ୱାରା ଆୟୋଜିତ ବନ୍ଧୁମିଳନ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଡବଲ ମ୍ୟାଚରେ ସୌମ୍ୟ ରଞ୍ଜନ ପାତ୍ରଓ…

କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଖେଳକୁଦ ପ୍ରତିଯୋଗିତା ୨୦୧୯ ଆୟୋଜିତ ।

Posted by - November 28, 2019 64
କେନ୍ଦୁଝର ନଗର ଭବନ ଓ କେନ୍ଦୁଝର ଷ୍ଟାଡ଼ିୟମ  ରେ ଜିଲ୍ଲା ପ୍ରଶାସନ ଦ୍ବାରା ଦିବ୍ୟାଙ୍ଗ  ପିଲାମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୧୯ ଅନୁଷ୍ଠିତ ହୋଇଯାଇଛି ।…

ଆଦିବାସୀ କ୍ଲବ୍ ଗଡମୁଣ୍ଡା ପକ୍ଷରୁ ଅନ୍ତଃଜିଲ୍ଲା ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ମହାନଗର ୱାର୍ଡ ନଂ.୧୨ ଡେଙ୍ଗିମଚା ସ୍କୁଲ ସ୍ଥିତ ଖେଳପଡିଆରେ ଗଡମୁଣ୍ଡା ଆଦିବାସୀ କ୍ଲବ୍ ପକ୍ଷରୁ ଆଜି ଅନ୍ତଃଜିଲ୍ଲା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

ସ୍ୱଚ୍ଛ ଭାରତ ଫୂଟବଲ ଖେଳ ଉଦଘାଟନ

Posted by - November 7, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ଖେଳ ପଡିଆ ଠାରେ ସ୍ୱଚ୍ଛ ଭାରତ ଫୂଟବଲ ଖେଳ ର ଉଦଘାଟନ ହୋଇଯାଇଛି । ମୁଖ୍ୟ ଅଥିତି ଶରତ ଚନ୍ଦ୍ର ବୁରୁଦା ,ସମ୍ମାନିତ ଅଥିତି…

ବଡ଼ବିଲ ସୁପର ଲିଗ୍ : ସରିଲା ପ୍ଲେୟାର ବିଡିଂ, ସର୍ବାଧିକ ମୂଲ୍ୟରେ ବିକ୍ରିହେଲେ ଅମିତ ମହାନ୍ତି ଓ ଦିବ୍ୟ ରଞ୍ଜନ ଦାସ

Posted by - November 28, 2019 0
ବଡ଼ବିଲ, ୨୭.୧୧.୨୦୧୯ :ଆସନ୍ତା ଡିସେମ୍ବର ୨୨ରୁ ବଡ଼ବିଲରେ ଖେଳାଯିବାକୁଥିବା ଫଟାଫଟ କ୍ରିକେଟ୍, ‘ବଡ଼ବିଲ ସୁପର ଲିଗ୍’(ବିଏସଏଲ୍) ପାଇଁ ବିଡିଂ ପ୍ରକ୍ରିୟା ଶେଷ ହୋଇଛି । ‘ମାଇନିଂ ଏରିଆ…

There are 338 comments

Leave a comment

Your email address will not be published.