ରାୟଗଡ଼: ନାଗାବଳୀରେ ଫସିଲେ ୨ ପର୍ଯ୍ୟଟକ। ରାୟଗଡ଼ା ସହର ଝୁଲାପୋଲ ନିକଟରେ ହଠାତ୍‌ ବନ୍ୟା ଜଳ ବୃଦ୍ଧି। ଉଭୟ ପର୍ଯ୍ୟଟକ କାଶୀପୁର ଅଞ୍ଚଳର ହୋଇଥିବା ସୂଚନା। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

56 0

Related Post