Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବିଦ୍ୟୁତ ଏସଡିଓ ବିନାୟକ ରାଉତଙ୍କ ଯୋଗଦାନର ଏକ ମାସ ଭିତରେ ୪.୫ ଲକ୍ଷ ଟଙ୍କାର ଜୋରିମାନା ଆଦାୟ

163 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସବଡିଭିଜନକୁ ନୂତନ ଭାବେ ଆସି ଦାୟିତ୍ଵ ଗ୍ରହଣ କରିଛନ୍ତି ଏସଡିଓ ବିନାୟକ ରାଉତ। ସେ ଆସିବା ଦିନଠାରୁ ଚୋରାରେ ବିଦ୍ୟୁତ ଯାଳୁଥବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ଠାରୁ ଜୋରଦାର ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଯୋଗଦାନର ଏକ ମାସ ଭିତରେ ସାଢେ଼ ଚାରି ଲକ୍ଷରୁ ଅଧିକ ଟଙ୍କା ଜୋରିମାନା କରିଥିବା ସୂଚନା ମିଳିଛି।

ସେ ନିଜ କର୍ତ୍ତବ୍ୟ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଚୋରାରେ ବିଦ୍ୟୁତ ସଂଯୋଗ ନ କରି କାର୍ଯ୍ୟାଳୟକୁ ଆସି ବିଦ୍ୟୁତ ସଂଯୋଗ କରିବା,ସମସ୍ୟା ହେଲେ ଅଭିଯୋଗ ପାଇଲା ମାତ୍ରେ ସଙ୍ଗେ ସଙ୍ଗେ ସମାଧାନ କରିବାକୁ ଚେଷ୍ଟା କରିବୁ ଏବଂ ଲୋକଙ୍କୁ ସେବା ଦେବାରେ ଯେମିତି ବ୍ୟାଘାତ ନ ହୁଏ ସେ ଦିଗରେ କାର୍ଯ୍ୟ କରିବାକୁ ସେ ନିଜର କର୍ମଚାରୀ ମାନଙ୍କୁ ମଧ୍ୟ କହିଛନ୍ତି।

Related Post

ଦୁର୍ଘଟଣାରୁ ଅଳ୍ପକେ ବର୍ତୀଲା ଯାତ୍ରୀବାହୀ ବସ

Posted by - October 24, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ କନକଦୁର୍ଗା !ସୂଚନାରୁ ପ୍ରକାଶ ବାଲେଶ୍ବରରୁ ଡଗରା ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ କନକଦୁର୍ଗା ବାଲିଆପାଳ ର ଗଞ୍ଜାଛକରେ…

ରଜ ସଂକ୍ରାନ୍ତି ଉପଲକ୍ଷେ ଇଲେକ୍ଟ୍ରି ଅଫିସ ଛକରେ ସରବତ ବଣ୍ଟନ କଲେ ସ୍ଥାନୀୟ ଲୋକେ

Posted by - June 15, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଇଲେକ୍ଟ୍ରି ଅଫିସ ଛକରେ ସେଠାକାର ସ୍ଥାନିୟ ଲୋକେ ମିଶି ଜନସାଧାରଣଙ୍କୁ ଲେମ୍ବୁ ସରବତ ତଥା…

ଠାକୁରଗଡ ୟୁଥ ପାୱାରର ପ୍ରତିଷ୍ଠା ଦିବସ, ରକ୍ତଦାନ ଶିବିର ରେ ୧୮୭ ୟୁନିଟ ରକ୍ତ ସଂଗ୍ରହ

Posted by - November 8, 2019 18
ଅନୁଗୁଳ:(ମହେଶ ଭୋମରାଜ)ଆଜିର ସ୍ୱାର୍ଥପର ସମାଜରେ ମାନବିକତାକୁ ବଞ୍ଚାଇ ରଖିବା ସହ ଅସହାୟ ମାନଙ୍କର ଦୁଃଖରେ ନିଜକୁ ସାମିଲ କରି ସହଯୋଗର ହାତ ବଢ଼ାଇବା ପାଇଁ ଅାଜି ଅନୁଗୋଳ…

ଯୁବ ବର୍ଗ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ୧୫ ଦିନିଆଁ ଜାଗୃତି ଯାତ୍ରା

Posted by - July 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଯୁବ ବର୍ଗ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ୧୫ ଦିନିଆଁ ଜାଗୃତି ଯାତ୍ରା ।ଯାହାକି ସାରା ଭାରତରୁ ୧୯ ବର୍ଷ ରୁ୨୭ବର୍ଷ ବୟସ୍କ ଯୁବକ ଯୁବତୀ…