Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଭାରତୀୟ ଜନତା ପାର୍ଟି ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

286 0

ଧର୍ମଗଡ଼: ତା୧୪/୭/୨୨:( ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ସ୍ଥାନିୟ ରାଜ ଲଜ ଠାରେ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହେଇଯାଇଛି । ଭାରତୀୟ ଜନତା ପାର୍ଟିର ଆଗାମୀ ଦିନରେ ପାଟି କେମିତି ପାଟି କେମିତି ମଜୁତ ହେବ । ଧର୍ମଗଡ଼ ନଗର ମଣ୍ଡଳ ଦେଖା ବିଭିନ୍ନ ସମସ୍ୟା ଯଥା ଧର୍ମଗଡ଼ ରେ ହେବାକୁ ଥିବା ଆଇଟିଆଇ ଜୁନାଗଡ଼ କୁ ସ୍ଥାନାନ୍ତର କରାଯାଇଥିବା ରୁ ଧର୍ମଗଡ଼ କେମିତି ହେବ ସେହି ବିଷୟରେ ଆଲୋଚନା ହୋଇଥିଲା ।

ନଗର ପ୍ରତ୍ୟେକ ବୁଥ ମଜବୁତ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ , ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯେଶୀ । ନଗର ପାଳ ଅଶେକ ମହାନ୍ତି, ଜିଲ୍ଲା ପୂର୍ବତନ ସଭାପତି ଧନଞ୍ଜୟ ପାତ୍ର , ସମେତ ପାଞ୍ଚ ଗୋଟି କାଉନସିଲର ଉପସ୍ଥିତ ଥିବା ବେଳେ। ଜିଲ୍ଲା ଯୁବ ମୂର୍ଚ୍ଛା ଉପ ସଭାପତି ମନିଦ୍ର ଭୁଷଣ ପାତ୍ର , ଉପସ୍ଥିତ ଥିବା ବେଳେ ।ନଗର ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ସଭା ପରିଚାନା କରିଥିଲେ । ଏବଂ ସଭାକୁ ଧନ୍ୟବାଦ ଦେଇଥିଲେ ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଧନ୍ୟବାଦ ଦେଇଥିଲେ।

Related Post

ବିଜେଡିରେ ନୂଆ ନିଯୁକ୍ତି, ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ସଭାପତି ହେଲେ ବିଭୂତି ବଳବନ୍ତରାୟ

Posted by - November 9, 2021 0
ଭୁବନେଶ୍ୱର:ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି…

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ 

Posted by - August 2, 2022 0
ଯାଜପୁର :ବିଜୁ ଜନତା ଦଳ ଏବେ ଆଉ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ ରେ ପରିଣତ ହୋଇଛି। ଯାହାର ଆଗ ଧାଡି ରେ ରହିଛନ୍ତି ଯୁବକ ଓ ଛାତ୍ର ଉଭୟ ଙ୍କ ଉଦ୍ୟମ କ୍ରମେ ସଂଗଠନ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି।  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଆୟୋଜିତ ହେଉଛି ରକ୍ତଦାନ ଓ ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମI ଏହି କ୍ରମରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଏଭଳି ବାର୍ତା ଦେଇଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସIବାସୁଦେବପୁର ପଞ୍ଚାୟତ ର ଜାଲପୁର ଏବଂ ଦଶରଥପୁର ବ୍ଲକ ଜୟନ୍ତରା ଠାରେ ଚାରା ରୋପଣ କରି ପରିବେଶ ର ସୁରକ୍ଷା କରିବାର ବାର୍ତା ଦେଇଛନ୍ତି ବିଧାୟକ ପ୍ରଣବ। ଏହି ବାର୍ତା କୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଯୁବ ଓ ଛାତ୍ର ମାନେ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କୁ କାର୍ଯ୍ୟକାରୀ କରୁଛନ୍ତିI ଉଭୟ ସ୍ଥାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଶୋକ ଦାସ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ,ଯାଜପୁର ବ୍ଲକ ଅଧକ୍ଷା,ଜିଲା ଯୁବ ସଭାପତି ପ୍ରତାପ ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ,ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ସାମିଲ ହୋଇଥିଲେ।  

ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଲେ ପ୍ରମିଳା ମଲ୍ଲିକ

Posted by - February 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ନିର୍ବାଚନ ପ୍ରଚାର ସମୟ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ…

କାଶୀପୁରରେ ନିର୍ବାଚନ ପ୍ରଚାର ନିୟମ କୁ ବେଖାତିର

Posted by - February 5, 2022 0
କାଶୀପୁର:( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ତ୍ରିସ୍ତରୀୟ ପାଞ୍ଚାୟତ ନିର୍ବାଚନ ର ପ୍ରଚାର ପ୍ରସାର ସରଗରମ ଜରସର ରେ ଚାଲିଛି । ସୂଚନାଯୋଗ୍ୟ…

ବିଜେପି ମୋଟରସାଇକଲ ରେଲି ଓ ପଚାର

Posted by - February 13, 2022 0
ମାଥିଲି:ମାଥିଲି ବ୍ଲକ ଅତାନ୍ତର୍ଗତ ସାଲିମି ଗ୍ରାମପଞ୍ଚାୟତ ଠାରୁ ଟେମୁରପାଲି ଗ୍ରାମପଞ୍ଚାୟତ ଯାଏଁ ବିଜେପି କୋଡିନେଟର କୁନାଲ ମିଶ୍ର ଙ୍କ ଦ୍ୱାରା ମାଥିଲି ଏକ ନମ୍ବର ଜନ ଜିଲ୍ଲପାରିଷଦ…