ଢୁଲୁଘାଟି ରେ ଘାଇ ଜୟପାଟଣା ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ

73 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଜୟପାଟଣା ନବରଙ୍ଗପୁର ଢୁଲୁଘାଟି ରାସ୍ତା ରେ ଘାଇ ସୃଷ୍ଟି ହୋଇ ଭାଙ୍ଗିଯିବା ଯୋଗୁଁ ଉଭୟ ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଘାଟି ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ରାସ୍ତା ଉପରେ ୬ ଫୁଟ ର ଘାଇ ହେବାସହ ରାସ୍ତା ଉଭୟ ପାର୍ଶ୍ଵର ପଥର ପ୍ୟାକିଂ ଧୋଇ ଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଦୃଢ ଦାବୀ ହେଉଛି।

Related Post

ପୁଅର ମୃତ୍ୟୁର ଅଧଘଣ୍ଟା ପରେ ବାପର ମୃତ୍ୟୁ

Posted by - August 4, 2021 0
ବୌଦ୍ଧ:( ଚିତ୍ତରଂଜନସିଂ) ବୌଦ୍ଧ ବ୍ଲକ ମୁଣ୍ଡlପଡା ପଂଚାୟତ କମିରା ଗ୍ରାମର ସୁଵିଜ୍ଞ ରଣା ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା ହୋଇ ପାରୁନଥିବା ଏଣେ ଖବର ରବିବାର ସମ୍ବାଦରେ…

ଦିବଙ୍ଗତ କଳାକାରଙ୍କ ଫଟୋ ଉନ୍ମୋଚିତ

Posted by - January 7, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠାର ଅଗ୍ରଣୀ ତଥା ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ସର୍ବୋଦୟ ସାମାଜିକ କେନ୍ଦ୍ର ଆନୁକୂଲ୍ୟରେ ବେଲଗୁଣ୍ଠା ଅଞ୍ଚଳର ଦ୍ୱିବଂଗତ ସୁନାମଧନ୍ୟ କଳାକାର ମାନଙ୍କ ଫଟୋ…

କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ର ରେଞ୍ଜର ଭିଜିଲାନ୍ସ ଦ୍ଵାରା ଗିରଫ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପୂର୍ବତନ ରେଞ୍ଜର ତଥା ବର୍ତମାନ ଭ୍ରାମ୍ୟମାଣ ରେଞ୍ଜର ଦାୟିତ୍ଵ ରେ ଥିବା ନୃତ୍ୟରାଜ ମାଝୀ…

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Posted by - March 10, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭବାନୀପାଟଣା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପର୍ଯ୍ୟବେକ୍ଷଣ…

ସରସ୍ୱତୀ ଶିଶୁ ମନ୍ଦିରରେ ସ୍ୱାଗତ ସମ୍ବର୍ଦ୍ଧନା

Posted by - July 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ସୁନିଲ ଗୁରୁଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି…