Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ନୂଆ ଅଢାପଡା ରେ ନକଲି ନୋଟ କାରବାର ଘଟଣାର ଅଭିଯୁକ୍ତ ଏସଟିଏଫ ଦ୍ବାରା ଗିରଫ

59 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ବଣଜଙ୍ଗଲ ଘେରା ଛାମୁଣ୍ଡା ପଞ୍ଚାୟତର ନୂଆଁ ଅଢ଼ାପଡ଼ାରେ ଛପା ହେଉଥିଲା ନକଲି ନୋଟ। ନୂଆଁ ଅଢ଼ାପଡ଼ାରେ ଛପା ହେଉଥିଲା ନକଲି ନୋଟ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଲମ୍ବିଥିଲା ନକଳି ନୋଟ ଚେର ର ଲିଙ୍କ। ତେବେ ଏସଟିଏଫ ଟିମ ଏହି ନକଲି ନୋଟ କାରବାର ଘଟଣାର ପର୍ଦ୍ଦାଫାସ ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।

ମିଲିଥିବା ସୁଚନା ଅନୁସାରେ ଜୁଯୋମୁରା ନୂଆଁ ଅଢାପଡା ଠାରେ ଥିବା ଏକ ଜନସେବା କେନ୍ଦ୍ର ଠାରେ ନକଲି ନୋଟ କାରବାର ଚାଳୁଥିବା ବିଶେଷ ସୁତ୍ରରୁ ଖବର ପାଇଁ ଏସଟିଏଫ ର ଟିମ ସେଠାରେ ଚଡାର କରି ୨ ଅଭିଯୁକ୍ତ ପୋଦାର ପ୍ରସାଦ ସାହୁ ଓ ଜନ୍ମେଜୟ ବାଗ ଙ୍କୁ ଗିରଫ କରିଛି ।

ଏଥିସହ ସେଠାରୁ ଏସଟିଏଫ ୧୫ ଲକ୍ଷ ୧୨୫୦୦ ଟଙ୍କାର ନକଲି ନୋଟ ସହ ୨ ଲ୍ୟାପଟପ, ଗୋଟିଏ କିବୋଡ, ୧୦ ଟି ମୋବାଇଲ ସିମ କାଡ, ୨ ଟି ଲ୍ୟାପଟପ ବ୍ୟାଗ, କଲର ପ୍ରିଣ୍ଟର , କଂପ୍ୟୁଟର ମାଉସ୍, ଏଟିଏମ କାଡ ସ୍ୱାପର କୁ ଜବତ କରିଛି ।

ତେବେ ଜବତ ନକଲି ନୋଟ ମଧ୍ୟରେ ୨୮୬୫ ଟି ୫୦୦ ଟଙ୍କିଆ ନୋଟ ଥିବା ବେଳେ ୮୦ ହଜାର ଟଙ୍କାର ୨୦୦ ଟଙ୍କିଆ ନୋଟ କୁ ମଧ୍ୟ ଏସଟିଏଫ ଜବତ କରିଛି । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଆଜି ସୁଚନା ଦେଇଛନ୍ତି ।

Related Post

ସିନେମା ହଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ,୩ ଗିରଫ

Posted by - January 27, 2019 0
ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ପରେ ସହିଦ ନଗର ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ…

ଗୋଷ୍ଟି ସଂଘର୍ଷରେ ପୋଡିଲା ଦୁଇଟି ଘର ,ପାଞ୍ଚ ଗୁରୁତର,ବାଇକ ଭଙ୍ଗା ରୁଜା

Posted by - June 15, 2021 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲି ପଞ୍ଚାୟତ ରେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ । ସୂଚନା ଅନୁଯାୟୀ ଦଳିତ ସାହି ଓ…

କଲିକତାରୁ ପରିବା ଗାଡିରେ ବିଦେଶୀ ମଦ

Posted by - May 27, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରି ବିଭାଗ ହାତରେ ଧରାପଡିଲା । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ…

ଛାତ୍ରଙ୍କୁ ଆକ୍ରମଣ ଘଟଣାର ଭିଡ଼ିଓ ଭାଇରାଲ ପରେ ଉତ୍ତେଜନା ଛାତ୍ର ଆନ୍ଦୋଳନ

Posted by - October 20, 2019 0
ମୟୁରଭଞ୍ଜ:ରାଜ୍ୟ ସରକାରଙ୍କ”ମୋ ସରକାର” କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ କାମରେ ଆସିବା ବଦଳରେ ଏବେ ଫାଇଦାକାରୀ ସାବ୍ୟସ୍ତ ହୋଇଛି ସରକାରୀ କର୍ମଚାରୀଙ୍କ ପାଇଁ। ଏଠି ନିଜର ଅଧିକାର କଥା…

ଅଟୋ ସହ ୨ ବସ୍ତା ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

Posted by - September 20, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପୋଲିସ ର ବ୍ୟାପକ ଧରପଗଡ ସ୍ଵତ୍ତ୍ଵେ କଳାହାଣ୍ଡି ଜିଲ୍ଲା ରେ ଚୋରା ଗଞ୍ଜେଇ କାରବାର ଦିନକୁ ଦିନ…