ଯାଜପୁରରେ ଇଦ ଉଲ ଜୁହା ପାଳିତ ।

71 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁରରେ ପାଳିତ ହୋଇଛି ପବିତ୍ର ଇଦ ଉଲ ଜୁହା ପର୍ବ । କୋରନା ପାଇଁ ଦୁଇ ବର୍ଷ ହେଲା ନିରାଡ଼ମ୍ବର ରେ ପାଳିତ ହୋଇଥିଲା। ଆଜି ଜିଲାର ସମସ୍ତ ମସଜିଦ ଓ ଇଦଗାହ ଅଂଚଳରେ ମୁସଲମାନ ଭାଇ ମାନେ ସମୁହ ନମାଜ ପାଠ କରିଛନ୍ତି । ଯାଜପୁରରରେ ଥିବା ସାହି ମସଜିଦରେ ସମୁହ ନିମାଜପାଠ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇଥିଲା । ଏହି ନମାଜପାଠରେ ହଜାରରୁ ଉର୍ଦ୍ଧ ମୁସଲମାନ ଭାଇମାନେ ନମାଜ ପାଠକରି ଦାନ, ଧର୍ମ ସମ୍ପାଦନ କରିଛନ୍ତି ।

ପରେ ଘରକୁ ଯାଇ ପରିବାର ଓ ସାହି ବସ୍ତିରେ ପରସ୍ପର କୁ ଆଲିଙ୍ଗନ କରି ଶୁଭେଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ମୁସଲମାନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଥିବା ବେଳେ ବଡ଼ ଧୁମଧାମରେ ପାଳନ କରିଛନ୍ତି । ମସଜିଦ ଅଂଚଳରେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା ।

Related Post

ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ, ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ,

Posted by - September 11, 2019 0
କେନ୍ଦୁଝର,୮/୯କେନ୍ଦୁଝର ଜିଲ୍ଲା ସରେଇ ଗାଁରୁ ଆନନ୍ଦପୁରକୁ ଯୋଗାଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତାର ଫାପୁଡ଼ିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡିଛି। ଗତ ୬ ତାରିଖ…

ଦେଢ଼ ବର୍ଷପରେ କୋରେଇ ପଞ୍ଚାୟତ ସମିତି ବୈଠକ ବସିଲା, କରୋନା ଭୁତାଣୁ ସଂପର୍କରେ ସଚେତନା କଲେ

Posted by - March 21, 2020 34
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ୨୦୧୯(କୋଭିଡ଼ -୧୯) ମହାମାରୀ ଆକାର ଧାରଣ କରିଛି । ସମଗ୍ର ବିଶ୍ୱବାସୀ କରୋନା ଭାଇରସ୍ ପାଇଁ ଆତଙ୍କିତ…

ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

Posted by - May 15, 2020 53
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମରେ । ଗ୍ରାମର…

ଶୋଭାପାବୁଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା ଆନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ ସକାଳୁ ସକାଳୁ ନିକଟରେ ଥିବା…

ସଂଗ୍ରାମପୁର ଗ୍ରାମରେ ରୁକ୍ମିଣୀ ବିବାହ ପାଳିତ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧଜିଲ୍ଲା ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜିପୌରାଣିକ ହିନ୍ଦୁ ଧର୍ମ ମତlନୁଯାଇ ଋକ୍ମୁଣି ବିବାହ ପାଳିତ ହୋଇଯାଇଛି। ଏହି ବିବାହରେ…