ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହଟିଂରେ ହତ୍ୟାକାଣ୍ଡ

301 0

ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହଟିଂରେ ଏକ ହତ୍ୟାକାଣ୍ଡ ଘଟିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ଦଶଟା ସମୟରେ ଦାମୁ ହଟିଂରେ ରହୁଥିବା କାଳିଆ ଗୋପ ମଦ୍ୟପାନ କରି ଏକ ଠେଙ୍ଗା ଦ୍ୱାରା ନିଜର ପତ୍ନୀ ଦେବକୀ ଗୋପଙ୍କୁ ବାଡେଇ ବାଡେଇ ହତ୍ୟା କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କାଳିଆ ପ୍ରତିଦିନ ନିଶାରେ ଦେବକିଙ୍କୁ ମାରପିଟ କରିଥାଏ। ଖବର ପାଇ ବଡ଼ବିଲ ଏସ ଡି ପି ଓ ଦିଲୀପ ବାଘ ଓ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଭିଯୁକ୍ତ କାଳିଆକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ଦୁହିଁଙ୍କର ୫ ଜଣ ଛୋଟ ଛୁଆ ଥିବାବେଳେ ସେମାନଙ୍କ ଭରଣପୋଷଣ କିପରି ହେବ ସେ ନେଇ ହଟିଂବାସୀ ଚିନ୍ତା ପ୍ରକଟ କରିଛନ୍ତି।

Related Post

ଡକାୟତି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ

Posted by - July 15, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ବରୀ ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣନଗର ଗ୍ରାମରେ ଗତ ୨୮  ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ ୬ ଜଣ…

ହାଟପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Posted by - September 12, 2019 0
କେନ୍ଦୁଝର,୯/୯କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହାଟପଡିଆରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ମୃତ ଯୁବକ ଜଣଙ୍କ ଭଅଁରପୁର ପଞ୍ଚାୟତ ମଧ୍ୟପୁର…

ବଲାଙ୍ଗୀରରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ହତ୍ୟା

Posted by - January 30, 2019 0
ବଲାଙ୍ଗୀର: ଦୈନିକ ଖବରକାଗଜ ‘ସମାଜ’ ବଲାଙ୍ଗୀର ଅଫିସରେ ପ୍ରସାର ନିର୍ବାହୀ ଭାବରେ କାର୍ଯ୍ୟରତ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଗଣ୍ଡକିପୁର ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ନିଶାଖୋର…

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ । ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର .

Posted by - October 8, 2019 0
ଅନୁଗୋଳ:ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତର ଗୁରୁଧି ଗ୍ରାମ ଆମ୍ବ ତୋଟାରେ ଅାଜି ସକାଳେ ସୁଶୀଲ ଦାସ (୧୯)ଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କୁ…

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ ଡବଲ ମର୍ଡର

Posted by - November 13, 2019 0
ମୟୁରଭଞ୍ଜ:12/11/2019 ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ  ଘଟିଯାଇଛି ଅଭାବନୀୟ ଘଟଣା।  ସ୍ୱାମୀ ଓ ସ୍ତ୍ରୀ କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୁତ୍ତ। ସୁଚନା…

Leave a comment

Your email address will not be published.