Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

72 0

ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନ କର୍ମଚାରୀ ଅନୁପ କୁମାର ବାନାର୍ଜୀ ଏବଂ ସମ୍ମାନୀତ ଅତିଥି ରୂପେ ରୋଟାରୀ କ୍ଲବ୍ ସଭାପତି ତଥା ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ଯୋଗ ଦେଇ ଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ଦିଗରେ ଉତ୍ସାହିତ କରିଥିଲେ I

କାର୍ଯ୍ୟକ୍ରମକୁ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ର ରେଞ୍ଜର୍ ଲିଡର୍ ଗୀତାଶ୍ରୀ ସାମନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ତଥା ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିଣୀ ସଙ୍ଗୀତା ବିନ୍ଧାଣିରା,ରସାୟନ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ମହାପାତ୍ର ,ଗଣମାଧ୍ୟମ ପ୍ରତିନିଧି ତଥା ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ ବେହେରା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରୀ ଆଶାରାଣୀ ଗୌଡ଼, ତୁଳସୀ ଗୌଡ଼,ରିତାଞ୍ଜଳି ନାୟକ ଏବଂ ଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Related Post

ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ…

ଦୁର୍ଘଟଣା ପରେ ଜଳିଗଲା ବାଇକ ସହ ଟ୍ରକ, ଦମ୍ପତି ଗୁରୁତର

Posted by - March 5, 2020 41
ଯାଜପୁର:୦୫/୦୩(ଆନନ୍ଦ ଚନ୍ଦ୍ର ସାହୁ) ଜାତୀୟ ରାଜପଥ ଉପରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ। ଫଳରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ଭାବେ ଆହତ। ଏଭଳି…

ଡୁନ୍ ପବ୍ଲିକ ସ୍କୁଲ ଯାଜପୁର ରୋଡ଼ ରେ ଆନ୍ତର୍ଜାତିକ ବ୍ରେନ ଡେଭଲୋପମେଣ୍ଟ ତାଲିମ ର ଶୁଭାରମ୍ଭ।

Posted by - December 5, 2019 0
ତା ୩.୧୨.୨୦୧୯ରିଖ ବୁଧବାର ଇଣ୍ଟରନେସନଲ ବ୍ରେନ ମାଷ୍ଟର, କର୍ପୋରେଟ ଟ୍ରେନର ଓ ମୋଟିଭେସନାଲ ସ୍ପିକର ତଥା ଗ୍ଲୀଷ୍ଟେନ୍ସ ନିଉ ହରାଇଜ଼ନ ବ୍ରେନ ଡେଭେଲପ୍ମେଣ୍ଟ କମ୍ପାନୀର ନିର୍ଦେଶକ ତପେଶ୍ୱର…

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ…

ସରକାର ଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତି କୁ ମହିଳା ସଂଗଠନର ବିରୋଧ

Posted by - May 7, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ବଲାଣୀ ବଜରଙ୍ଗ ଦଳ ପ୍ରତିନିଧି ଙ୍କ ନେତୃତ୍ୱ ରେ ସ୍ଥାନୀୟ ମହିଳା ସଂଗଠନ ର ସରକାର ଙ୍କ ସରକାରୀ ମଦ ଦୋକାନ ଖୋଲିବା ନିଷ୍ପତ୍ତି…