ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

222 0

ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବନ କର୍ମଚାରୀ ଅନୁପ କୁମାର ବାନାର୍ଜୀ ଏବଂ ସମ୍ମାନୀତ ଅତିଥି ରୂପେ ରୋଟାରୀ କ୍ଲବ୍ ସଭାପତି ତଥା ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ଯୋଗ ଦେଇ ଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ଦିଗରେ ଉତ୍ସାହିତ କରିଥିଲେ I

କାର୍ଯ୍ୟକ୍ରମକୁ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ର ରେଞ୍ଜର୍ ଲିଡର୍ ଗୀତାଶ୍ରୀ ସାମନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ତଥା ଓଡ଼ିଆ ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିଣୀ ସଙ୍ଗୀତା ବିନ୍ଧାଣିରା,ରସାୟନ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ମହାପାତ୍ର ,ଗଣମାଧ୍ୟମ ପ୍ରତିନିଧି ତଥା ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମ୍ପାଦକ ସୁଶାନ୍ତ ବେହେରା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରୀ ଆଶାରାଣୀ ଗୌଡ଼, ତୁଳସୀ ଗୌଡ଼,ରିତାଞ୍ଜଳି ନାୟକ ଏବଂ ଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Related Post

ସଇଁତଲାରେ ପ୍ରଥମ ପଞ୍ଚାୟତ ସମିତି  ବୈଠକ , ପାନୀୟ ଜଳଯୋଗାଣ , କୃଷି ଓ ସ୍ୱାସ୍ଥ୍ୟ  ଉପରେ  ଉଦବେଗ 

Posted by - May 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ପରିସରର ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ମୋନିକା…

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ଶୋକ ସଭା ଅନୁଷ୍ଠିତ

Posted by - December 2, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ଜଳାରାମ ଲଜର ସମ୍ମିଳନୀ କକ୍ଷରେ ବଲାଙ୍ଗୀରର ବର୍ଷୀୟାନ ସାମ୍ବାଦିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି ସଭା ତଥା ଶ୍ରଦ୍ଧାଞ୍ଜଳି…

JSW -BPSL ପ୍ରେସମିଟ

Posted by - July 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ବାଧୀନତାର ୭୫ବର୍ଷ ପାଳନ ଉପଲକ୍ଷେ JSW -BPSL ପକ୍ଷରୁ ଆସନ୍ତା ୧୦ ତାରିଖରେ ସମ୍ବଲପୁର ସହରରେ ଏକ walk – A- Thon…

ଜୟପାଟଣାରେ ଶ୍ରୀରାମ ନବମୀ ଉତ୍ସବ, ବିରାଟ ପଟୁଆର ରେ ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

Posted by - March 30, 2023 0
ଭବାନୀପାଟଣା :(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସଦର ମହକୁମା ଠାରେ ଶ୍ରୀରାମ ନବମୀ କମିଟି ପକ୍ଷରୁ ମହା ସମାରୋହର ସହ ଶ୍ରୀରାମ ନବମୀ ମହୋତ୍ସବ ପାଳିତ…

ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ

Posted by - July 14, 2020 5
ଯାଜପୁର ଅଫିସ :ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲାପାଳ ରଂଜନ କୁମାର ଦାସ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପରାମର୍ଶ ଦେଇଚ୍ଥନ୍ତି…