ବାରହା ଜାଲରେ ଫସି ଆଉ ଏକ ଦନ୍ତା ହାତୀର ମୃତ୍ୟୁ , ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ

83 0

ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶାରେ ଲଗାତାରଭାବେ ହାତୀ ମୃତ୍ୟୁ ଘଟଣା କୁ ନେଇ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି l ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଅସରଡା ଜଙ୍ଗଲରେ ଆଉ ଏକ ଦନ୍ତା ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି l ସୁଚନାମତେ ବାରହା ଶୀକାର କରିବା ପାଇଁ ବିଛାଜାଇଥିବା ଜାଲରେ ଫସି ଦନ୍ତା ହାତୀଟି ପ୍ରାଣ ହରାଇଛି l ଖବର ପାଇ ଘଟଣାସ୍ଥଲରେ ବନବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଉକ୍ତ ଜଙ୍ଗଲରେ ବାରହା ଶୀକାର କରିବା ପାଇଁ ଶୀକାରୀ ମାନେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି l ତେବେ, ବାରମ୍ବାର ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ହାତୀ ମ୍ରୁତ୍ୟୁ ଘଟଣା କୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର l ଅନ୍ୟପକ୍ଷରେ ଗତକାଲି ହାତୀ ମୃତ୍ୟୁ ଘଟନା କୁ ଗୁରୁତର ସହ ଗ୍ରହଣ କରି ମାନ୍ୟବର ଓଡିଶା ହାଇକୋର୍ଟ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ରାଜ୍ୟ ସରକାର ଙ୍କୁ ନୋଟିସ୍ ଜାରି କରିବା ସଙ୍ଗେ ସଙ୍ଗେ ହାତୀ ମାନଙ୍କ ସୁରକ୍ଷା ସକାଶେ ବନବିଭାଗ ପକ୍ଷରୁ ନିଆଜାଇଥିବା ପଦକ୍ଷେପ ଉପରେ ଜବାବ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ l

Related Post

ହାଇଟେକ୍ ହାଟରେ ପରିଣତ ହେବ ଧର୍ମଶାଳାର ସାପ୍ତାହିକ ହାଟ

Posted by - December 28, 2019 13,029
ଯାଜପୁର;( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ହାଟ ହେଉଛି ସର୍ବ ପୁରାତନ । ଏହି ସାପ୍ତାହିକ ହାଟକୁ ଏକ ହାଇଟେକ ହାଟରେ ପରିଣତ କରିବାକୁ ନିଆଯାଉଛି…

ପଶ୍ଚିମାଞ୍ଚଲ ଏକତା ମଂଚ ତରଫରୁ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ଭାଷା ଏବଂ ନାଟ୍ୟ ଆନ୍ଦୋଳନର ପୁରୋଧା ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ୨୧ତମ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ,…

ଇଟା ଭାଟି ପାଲଟିଲା ସାପ ଅଣ୍ଡା ଭାଟି

Posted by - May 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଇଟା ଭାଟି ପାଲଟିଲା ସାପ ଅଣ୍ଡା ଭାଟି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁର ପାଟଣା ଗ୍ରାମର ଦିବ୍ୟରଞ୍ଜନ ବେହେରାଙ୍କ…

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅହିଂସା ରଥକୁ କେସିଙ୍ଗାର ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି

Posted by - September 4, 2022 0
କେସିଙ୍ଗା:(ପୀତେଶ ପଟେଲ) ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ର ଅହିଂସା ରଥ କୁ କେସିଙ୍ଗା ବ୍ଲକ ପାଷ୍ଟିକୁଡି ଠାରେ ଗତକାଲି…

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - July 12, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ଥିବା ଶୁଭ…