ବୁଦ୍ଧିଯିବୀ ଙ୍କ ଚର୍ଚ୍ଚାରେ ଅନୁଗୋଳ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ

944 0

ଅନୁଗୋଳ ୨୨/୯/୨୦୧୯ (ମହେଶ ଭୋମରାଜ)ରବିବାର ଦିନ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ ଦ୍ବାରା ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ରକ୍ତଦାନ ଶିବିର କୁ chendipada ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟନ କରିଥିଲେ .ସଭାପତି ବିଜୟ ତ୍ରିପାଠୀ ,ନିର ସାହୁ ,କିଶୋର ପ୍ରଧାନ ,ଶାଶ୍ୱତ ଦାଶ ,ଅଶୋକ ,ବାବୁଲି ଶିବପ୍ରସାଦ ସହଯୋଗ କରିଥିଲେ .

Related Post

କରୋନା ସଚେତନତା ରଥ ଏବଂ ଟୀକା ବାହାନ ଯାନର ଶୁଭାରମ୍ଭ

Posted by - January 3, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)କରୋନର ଦ୍ଵିତୀୟ ଲହର ଯାଇଛି କି ନାହିଁ ପୁଣି ଏକ ନୂଆ ରୂପରେ କରୋନା ମହାମାରୀ ଓମିକ୍ରନ୍ ମାଡ଼ି ଆସୁଛି।ସରକାର ୧୦୦ ପ୍ରତିଶତ…

ବରୀରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା

Posted by - April 2, 2020 614
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲାପାଳ ଙ୍କ ବରୀ ଗୋଷ୍ଠିସ୍ୱାସ୍ଥ କେନ୍ଦ୍ର ଅଧିକାରୀ ଙ୍କୁ କୈଫିୟତ ତଲବ ପରେ ନୂତନ ଦାୟିତ୍ଵ ନେଇଥିବା ଜିଲ୍ଲା ମୁଖ୍ୟ…

ଭୀମସାର ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଜେଡିଏ ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ ପ୍ରକ୍ରିୟା ରେ ଅହେତୁକ ବିଳମ୍ବ ର…

ଟିଟିଲାଗଡ ମାରୱାଡ଼ି ଯୁବାମଞ୍ଚ ତରଫରୁ ଏକ ଦିନିଆ କ୍ୟାନସର ଯାଞ୍ଚ ଶିବିର ଆୟୋଜିତ- ୮୧ ଜଣ କଲେ ପରିକ୍ଷଣ

Posted by - May 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମାରୱାଡ଼ି ଯୁବାମଞ୍ଚ ତରଫରୁ ସଦାବେଳେ ସମାଜର ମଙ୍ଗଳ ପାଇଁ ତଥା ସେବା ଯୋଗାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ସହଯୋଗ କରିବା ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟ ହାତକୁ…

ଦାନଗଦୀ ବ୍ଳକ ମନୋହରପୁର ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Posted by - February 25, 2020 621
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ମନୋହରପୁର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୋସିଆଲ ସପୋର୍ଟ ୟୁଥ୍…

Leave a comment

Your email address will not be published.