ଅନୁଗୋଳ ୨୨/୯/୨୦୧୯ (ମହେଶ ଭୋମରାଜ)ରବିବାର ଦିନ ବିଶ୍ଵକର୍ମା ଘରୋଇ ଠିକାଦାର ସଂଘ ଦ୍ବାରା ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଉକ୍ତ ରକ୍ତଦାନ ଶିବିର କୁ chendipada ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟନ କରିଥିଲେ .ସଭାପତି ବିଜୟ ତ୍ରିପାଠୀ ,ନିର ସାହୁ ,କିଶୋର ପ୍ରଧାନ ,ଶାଶ୍ୱତ ଦାଶ ,ଅଶୋକ ,ବାବୁଲି ଶିବପ୍ରସାଦ ସହଯୋଗ କରିଥିଲେ .
