ଦାନଗଦୀ ଠାରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

1273 0

ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଠାରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଯୋଗଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା। ଯାଜପୁର ସାଂସଦ ଓ ୭ ଜଣ ବିଧାୟକ ଙ୍କ ସମେତ ଦଳର ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତ। ଏଥିରେ ଜିଲ୍ଲାର ବହୁ ଦଳୀୟ କର୍ମକର୍ତ୍ତା ସାମିଲ।

Related Post

ଧର୍ମଗଡ଼ ରେ ବିଜୁଳି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହାତ୍ସଵ

Posted by - July 28, 2022 0
ଧର୍ମଗଡ଼:( ପାୱାର ଗ୍ରୀଡ଼,ଓପିଟିସିଏଲ ଓ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଜି ଧର୍ମଗଡ ଵିଜୁକଲ୍ଯାଣମଣ୍ଡପ ଠାରେ ‘ଆଜାଦି କି ଅମୄତ ମହୋତ୍ସବ’ ଆୟୋଜିତ ହୋଇଥିଲା।ଧର୍ମଗଡ ଉପଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ,ଆଇଏଏସ…

ନବରଙ୍ଗପୁର ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ନିର୍ବାହି ଅଧିକାରୀ ପୋୖରପାଳିକାଙ୍କ ଦାଇତ୍ଵ ଗ୍ରହଣ

Posted by - July 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଆଜି ଶ୍ରୀ ଅଗ୍ରୱାଲ ଅକ୍ଷୟ ସୁନିଲ,ଭା. ପ୍ର, ନବରଙ୍ଗପୁର ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ନିର୍ବାହି ଅଧିକାରୀ, ପୋୖରପାଳିକା ନବରଙ୍ଗପୁର ଭାବେ ଦାଇତ୍ଵ ଗ୍ରହଣ…

ସୋନପୁର ସହରରେ ଜବର୍ ଦଖଲ ଉଚ୍ଛେଦ

Posted by - September 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୋନପୁର ସହରର ନଳିନୀଛକ ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପେକ୍ସ ନିର୍ମାଣ ସକାଶେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ…

୫ ଦଫା ଦାବି ନେଇ ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖ ଧାରଣା ପାଇଁ ଦାବିପତ୍ର

Posted by - April 10, 2022 0
ବାଲେଶ୍ଵର :ଆଜି ଅମର୍ଦାରୋଡ ରେଳ ୟୁଜର୍ସ ସଂଘ ପକ୍ଷରୁ ୧୨ ତାରିଖରେ ଧାରଣା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘ ସଭାପତି ରାମ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ୫…

ବିଝାଂରପୁର ରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ

Posted by - July 20, 2020 0
ବିଝାଂରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଳକରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର  ଅସ୍ମୀତା ଦାସ, ବିଡ଼ିଓ ମୀନତି ଜଗଦେବ ବିଝାଂରପୁର,…

Leave a comment

Your email address will not be published.