ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

122 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜାତୀୟ ସ୍ବାସ୍ଥ୍ୟମିଶନ୍ ତାଲିମ୍ କକ୍ଷରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟିଂଜୟ ମିଶ୍ର ଯୋଗଦେଇ ବୌଦ୍ଧରେ ରକ୍ତଦାନ କାର୍ଯକୁ ଆହୁରି ବ୍ୟାପକ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲାରେ ରୋଗୀଙ୍କ ଆବଶ୍ୟକତା ମୁତାବକ ରକ୍ତ ଭରଣା କରିବା ପାଇଁ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ରକ୍ତଦାନ ଶିବିର ମାନ ଆୟୋଜନ କରିବାକୁ ଅନୁଷ୍ଠାନ ମାନଙ୍କୁ ଆଗେଇ ଆସିବାକୁ ଅନୁରୋଧ କରା ଯାଇଥିଲା।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅଭୟ କୁମାର ଦାଶ, ରକ୍ତଭଣ୍ଡାର ଅଧିକାରୀ ଡା. ରାମଚନ୍ଦ୍ର ଦେଓ ହେମ୍ରମ୍, ଡେପୁଟି କଲେକ୍ଟର୍ ଅବନୀକାନ୍ତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ରୋଟାରି କ୍ଲବ୍, ଗଣମାଧ୍ୟମର ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଆଶାକର୍ମୀ, ତଥା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ। ପରେ ପରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା।

Related Post

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ 5ଟି ସଚିବ ଭି.କେ. ପାଣ୍ଡେୟାନ୍ ଙ୍କ ଟାଟା ମେଡିକା ହସପିଟାଲ ଗସ୍ତ

Posted by - April 8, 2020 43
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କଳିଙ୍ଗନଗର ଟାଟା ମେଟିକା ହସପିଟାଲକୁ କୋଭିଡ୍ ହସପିଟାଲ କରାଯିବ । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏହାକୁ ଅନୁଧ୍ୟାନ କରିବାକୁ ଆଜି…

ଖପ୍ରାଖୋଲ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଏକ ଶହ ସତୁରି ଜଣଙ୍କ ଚକ୍ଷୁ ପରୀକ୍ଷା

Posted by - September 26, 2022 0
ଖପ୍ରାଖୋଲ: ୨୬/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଏସ ସି ଡି ଚକ୍ଷୁ ଚିକତ୍ସାଲୟ ଟିଟିଲାଗଡ ଓ ୟୁଥ୍ ବ୍ଲଡ ଡୋ ନର…

କଳାହାଣ୍ଡି ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ ସଂଗଠନ ପରିବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର

Posted by - November 1, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ କଳାହାଣ୍ଡି ସଂଗଠନ ପରିବାର ତରଫରୁ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାନନ୍ଦ ଙ୍କ ନେତୃତ୍ବରେ…

ଭବାନୀପାଟଣା ରେ ବିଶ୍ଵ ଏଡସ୍ ଦିବସ ପାଳିତ

Posted by - December 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ CDMO ଡଃ ପ୍ରତାପ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ୩୪…

ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍

Posted by - November 28, 2019 129
ଭୁବନେଶ୍ୱର : ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍ ‘ମାଇ ସାଇକ୍ଳୋଥନ୍‘ର ଟି ସାର୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏଲ୍‌ଭିପିଆଇ ପକ୍ଷରୁ ଏହି ଦୃଷ୍ଟିଶକ୍ତି ସଚେତନତା ମିଶନକୁ ଆଗକୁ…