Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ୱକାଥନ

288 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ଆଜି ହେଉଛି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ । ତେବେ ଏନେଇ ସମ୍ବଲପୁର ବାସିନ୍ଦା ଙ୍କୁ ଜନସଚେତନତା ସୄଷ୍ଠି କରିବା ଉଦ୍ଧେଶ୍ୟରେ ଏକ ୱକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ୱକାଥନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ତମ୍ବାଖୁ ବର୍ଜନ ନେଇ ସଚେତନତା ସୄଷ୍ଠି କରାଯିବା ସହ ତମ୍ବାଖୁ ସେବନ ର କୁ ପରିମାଣ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଥିଲା ।

ଏହି ୱକାଥନ ଟି ସମ୍ବଲପୁର ଅଇଁଠପାଲି ଛକରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଏହାକୁ ସମ୍ବଲପୁର ମହାନଗର ନିଗମ ର କମିସନର ପ୍ରଦିପ ସାହୁ ସୁଭାରମ୍ଭ କରିଥିଲେ । ସମ୍ବଲପୁର ବିକାଶ ହସ୍ପିଟାଲ ,ଗାୟତ୍ରୀ କଲେଜ ଓ ରୋଟରି କ୍ଳବ ଅଫ ଗ୍ରେଟର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାଯ୍ୟକ୍ରମ ରେ ବିକାଶ ଗୄପର ମୁଖ୍ୟ ଡି ମୁରଲିକୄଷ୍ଣା ଙ୍କ ସମେତ ବହୁ ସହରବାସୀ ଏଥିରେ ସାମିଲ ରହିଥିଲେ ।

ଏଥିସହ ୱକାଥନ ରେ ସାମିଲ ଥିବା ସହର ର ବିଭିନ୍ନ ସ୍ବେଚ୍ଛାସେବୀ , ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ତମ୍ବାଖୁ ବିରୋଧରେ ଜନ ଜାଗରଣ ସୄଷ୍ଠି ପାଇଁ ପ୍ରୟାସ କରିଥିଲେ ।

Related Post

ଶ୍ରୀ ଗୁପ୍ତେଶ୍ଵର ମିଶ୍ର କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ଡାକ୍ତରୀ ଅଧିକାରୀ ଭାବରେ ଚୟନ

Posted by - December 25, 2021 0
ଟିଟିଲାଗଡ଼;(ସଞ୍ଜୟ କୁମାର ନାୟକ) ସହରର ସର୍ଗିଗୁଡା ନିବାସୀ ଡାକ୍ତର ଗୁପ୍ତେଶ୍ଵର ମିଶ୍ର ସଫଳତାର ସହିତ ଆୟୁଷ ମନ୍ତ୍ରାଳୟ ପାଇଁ ଡାକ୍ତରୀ ଅଧିକାରୀ ଭାବରେ କେନ୍ଦ୍ରୀୟ ଲୋକ ସେବା…

ଅବସରପ୍ରାପ୍ତ ସୈନିକ ଙ୍କ ପରଲୋକ

Posted by - May 13, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଜିଲ୍ଲା ସରସର। ଗ୍ରାମର ଅବସରପ୍ରାପ୍ତ ଭାରତୀୟ ସୈନିକ କେଶବ ଚନ୍ଦ୍ର ମହାର ଙ୍କ 71 ବର୍ଷ ବୟସରେ ଶୁକ୍ରବାର ଦିବା 2 ଘଣ୍ଟା ସମୟରେ…

ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ମନମାନି , ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କଲା ମୋ ସ୍କୁଲ କମିଟି 

Posted by - September 13, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ ) ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନି ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଆଲୁମିନି ସଦସ୍ୟ । ସୂଚନା ଅନୁଯାୟୀ…

ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Posted by - October 1, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଅନୁଷ୍ଠିତ…