ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ୱକାଥନ

170 0

ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ଆଜି ହେଉଛି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ । ତେବେ ଏନେଇ ସମ୍ବଲପୁର ବାସିନ୍ଦା ଙ୍କୁ ଜନସଚେତନତା ସୄଷ୍ଠି କରିବା ଉଦ୍ଧେଶ୍ୟରେ ଏକ ୱକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ୱକାଥନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ତମ୍ବାଖୁ ବର୍ଜନ ନେଇ ସଚେତନତା ସୄଷ୍ଠି କରାଯିବା ସହ ତମ୍ବାଖୁ ସେବନ ର କୁ ପରିମାଣ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଥିଲା ।

ଏହି ୱକାଥନ ଟି ସମ୍ବଲପୁର ଅଇଁଠପାଲି ଛକରୁ ବାହାରି ସହର ପରିକ୍ରମା କରିଥିବା ବେଳେ ଏହାକୁ ସମ୍ବଲପୁର ମହାନଗର ନିଗମ ର କମିସନର ପ୍ରଦିପ ସାହୁ ସୁଭାରମ୍ଭ କରିଥିଲେ । ସମ୍ବଲପୁର ବିକାଶ ହସ୍ପିଟାଲ ,ଗାୟତ୍ରୀ କଲେଜ ଓ ରୋଟରି କ୍ଳବ ଅଫ ଗ୍ରେଟର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାଯ୍ୟକ୍ରମ ରେ ବିକାଶ ଗୄପର ମୁଖ୍ୟ ଡି ମୁରଲିକୄଷ୍ଣା ଙ୍କ ସମେତ ବହୁ ସହରବାସୀ ଏଥିରେ ସାମିଲ ରହିଥିଲେ ।

ଏଥିସହ ୱକାଥନ ରେ ସାମିଲ ଥିବା ସହର ର ବିଭିନ୍ନ ସ୍ବେଚ୍ଛାସେବୀ , ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ତମ୍ବାଖୁ ବିରୋଧରେ ଜନ ଜାଗରଣ ସୄଷ୍ଠି ପାଇଁ ପ୍ରୟାସ କରିଥିଲେ ।

Related Post

ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ

Posted by - July 10, 2019 0
ଯାଜପୁର ଜିଲା ରେ ପୂଣ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁ ଦାସ ଙ୍କ ଶ୍ରାଦେ୍ଧାତ୍ସବ ସରକାରୀ ବାଳିକା ବିଦ୍ୟାଳୟ ଓ ବୈଷ୍ଣବ ଦତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଫ୍ରେଣ୍ଡସିଫ କ୍ଳବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - September 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୩ ସେପ୍ଟେମ୍ବର ୨୦୨୧. ଫ୍ରେଣ୍ଡସିଫ୍ କ୍ଲବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |କ୍ଲବ ସଭାପତି ସୁମନ ସଡଙ୍ଗୀ ଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବାବେଳେ,ଏଥିର୍…

ଟିଟିଲାଗଡ ପୌରପରିଷଦରେ ଆଗାମୀ ବର୍ଷା ଦିନକୁ ଆଗରେ ରଖି ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

Posted by - May 27, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)  ଆଗକୁ ବର୍ଷା ଦିନ ଆସୁଥିବାରୁ ନାଳ ପାଣି ନିଷ୍କାସନ ହେବାରେ ଯେପରି ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ ନ ହେବେ ଏବଂ…

ବାଳାଶ୍ରମର ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି

Posted by - January 1, 2020 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ )ବାଳାଶ୍ରମର ଅନାଥ ଶିଶୁ ମାନଙ୍କ ସହିତ ନୂଆ ବର୍ଷ ପାଳନ କଲେ ବିଧାୟକ,ଜିଲାପାଳ ଏବଂ ଏସପି । ଯାଜପୁର ବାଳାଶ୍ରମ…