Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଗାଁ ମନ୍ଦିର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ବିବାଦ

133 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାଁ ମନ୍ଦୀର ଜାଗାକୁ ଜବରଦଖଲ କରି ଘର ତିଆରି କରିବା ଘଟଣାକୁ ନେଇ ଦେଖାଦେଇଛି ବିବାଦ । ଯାଜପୁର ବିଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗାଁ ତାରିଣୀ ଓ ଭାଗବତ ଆଶ୍ରମ ର ଜାଗାକୁ ଜନୈକ ବ୍ୟକ୍ତି ଜବରଦଖଲ କରି ନିଜ ଘର କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ପେଂରାଦ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଜାଗାରେ ୧୪୪ ଧାରା ଜାରି କରାଯାଇଛି ।

କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ନାନା ଧମକ ଚମକ ଦେବା ସହିତ ହଇରାଣ ହରକତ କରୁଥିବା ଅଭିଯୋଗ କରି ଆଜି ଉପଜିଲାପାଳଙ୍କ ନିକଟରେ ପେଂରାଦ ହୋଇଛନ୍ତି । ତୁରନ୍ତ ଉକ୍ତ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଉକ୍ତ ଜମିକୁ ମନ୍ଦୀର କମିଟିକୁ ପେଂରାଇବାକୁ ଦାବୀ ହୋଇଛି ।

ଏ ବିଷୟ ରେ ଗ୍ରାମବାସୀ ଶ୍ରୀଧର ବେହେରା କଣ କହୁଛନ୍ତି ଶୁଣନ୍ତୁ 

 

 

Related Post

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଆୟୋଜନ

Posted by - July 21, 2021 0
(ସ୍ନେହାଂଶୁ ଶେଖର ମହାନ୍ତି) ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ପର୍ବ ଅତ୍ୟନ୍ତ…

ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ଟିଟିଲାଗଡ଼ ତହସିଲ ସମ୍ମୁଖରେ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

Posted by - February 13, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବିଗତ ୧୨ ବର୍ଷ ହୋଇଗଲାଣି ଆଜି ଯାଏଁ ଚିଟ ଫଣ୍ଡ ଜମାକାରୀଙ୍କୁ ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଜମା ଟଙ୍କା ଫେରସ୍ତ କରି…

କନିଷ୍ଟ ଯନ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Posted by - June 5, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଗତ ୨୪ତାରିଖରେ କନିଷ୍ଟ ଯନ୍ତ୍ରୀଙ୍କୁ ମାଉଜର ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି…

ଆମ୍ବୁଲାନ୍ସ୍ ରୁ ଫେରାର କରୋନା ରୋଗୀ ବାହାରେ ପଡ଼ିଛି ରୋଗୀର ଅlସବାପତ୍ର,

Posted by - June 13, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ କୋଭିଡ କେୟାର ରେ ୪ ଦିନ ଧରି  ଚିକିତ୍ସାଧୀନ ଥିବା ରୋଗୀ ର ଆସ ବାବ ପତ୍ର ଛକ ଉପରେ ପଡ଼ିରହିଛି!ସୂଚନା…

ବିଧାୟକ କୋଭିଡ ହସ୍ପିଟାଲ ରେ, କେନ୍ଦ୍ରମନ୍ତ୍ରୀ ହୋମ୍ କ୍ୟୁରାଣ୍ଟାଇନ୍ ରେ।ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବ କେବେ ???

Posted by - July 8, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ) ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ନୀଳଗିରି ଉପଖଣ୍ଡ ତଥା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ମଧ୍ୟରେ କୋକୁଆ ଭୟ…