Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ

76 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତି ଭବନ ପରିସରରେ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ରାଜସ୍ଥାନ ମାଉଣ୍ଟାବୁ ରୁ ଆସିଥିବା ରାଜଯୋଗୀ ବି କେ ସରଳା ଦେବୀ,ରାଜଯୋଗୀନି ବି କେ ସୁଲୋଚନା ଏବଂ ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ କୃଷକ ମାନଙ୍କ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

ଆଜାଦି ର ଅମୃତ ମହୋତ୍ସବ ଅବସର ରେ ଆୟୋଜିତ ଏହି ଉତ୍ସବରେ କିଭଳି କୃଷକ ମାନେ ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ଏହା ପୂର୍ବରୁ ଯାଜପୁର ସହରରେ ଏକ କଳସ ଶୋଭାଯାତ୍ରା କରାଯାଇଥିଲା।

ଶୁଣନ୍ତୁ କଣ କହୁଛନ୍ତି ସାରଳା ଦେଵୀ, ରାଜଯୋଗୀ

 

Facebook Notice for EU! You need to login to view and post FB Comments!

Related Post

ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ତୃତୀୟ ଲିଙ୍ଗ ମାନଙ୍କ ପାଇଁ କୋଭିଡ ସଚେତନତା କାଯ୍ୟକ୍ରମ

Posted by - April 28, 2020 892
ଭୁବନେଶ୍ବର:ଆଜି ଲର୍ଡ ସ୍ବେଚ୍ଛାସେବୀ ସଙ୍ଗଠନ, ଢେ଼ଙ୍କାନାଳ ତରଫରୁ ଢେଙ୍କାନାଳ ଜିଲ୍ଲା ରେ ଲକଡାଉନ ସମରେ ସ୍ଥାନୀୟ ସିନେର୍ଜି ମହାବିଦ୍ୟାଳୟ ନିକଟରେ ରହୁଥିବା ୩୦ ଜଣ ଉର୍ଦ୍ଧ  ତୃତୀୟ…

ସଦର ଥାନା କବୀରପୁର ଗାଁ ନିକଟସ୍ଥ ପୋଖରୀରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର

Posted by - March 6, 2020 0
ଯାଜପୁର: ଯାଜପୁର ଟାଉନର ବରୁହାଁ ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ଭାରସାମ୍ୟ ହରାଇ ଏକ ବାଇକ୍ ପୋଖରୀ ମଧ୍ୟକୁ ଖସି…

ସରକାରୀ ଉଚ୍ଚ ବିଦ୍ୟାଳୟ, ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକ ଙ୍କ ୪୪ତମ ଶ୍ରlଦ୍ଧବାର୍ଷିକ ପାଳିତ

Posted by - October 24, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରାମଗଡ଼ ଠାରେ1966ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହୋଇଥିଲା!ଏହି ଶିକ୍ଷା ଅନୁଷ୍ଠାନ ରୁ ବହୁ…

ପାଇଲିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଶିକ୍ଷା

Posted by - May 12, 2022 0
ବେଲଗୁଣ୍ଠା:(ସୁଶ।ନ୍ତ କୁମାର ବେହେରା) ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୪୮ନମ୍ବର ଜୋନ ଜିଲ୍ଲାପରିଷଦ ତଥା ଜନାରୋଗ୍ୟ କଲ୍ୟାଣ ସମିତିର ଅଧ୍ୟକ୍ଷ ସୁଧୀର କୁମାର ଜେନାଙ୍କ…

ପିକ୍ଅପ ଧୋକ୍କାରେ ବାଇକ ଚାଳକ ମୃତ

Posted by - December 26, 2021 0
ବଲାଙ୍ଗିର:  (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନ କୁଲିହାମୁଣ୍ଡା ଛକ ନିକଟରେ ପିକ୍ଅପ ଧୋକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ…