Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ପାଇଁ ହାଟପଦା ପଡ଼ା ପ୍ରହରୀ ମଣ୍ଡପରେ ଉଠିଲା ଥାଳ

229 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକଙ୍କ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୨ ତମ ଶୀତଳଷଷ୍ଠୀ ଯାତ୍ରା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ହାଟପଦା ପଡ଼ାର ପ୍ରହରୀ ମଣ୍ଡପ ଠାରେ ପୂଜାର୍ଚ୍ଚନା ସହ ଥାଳ ଉଠୀଛି। ପ୍ରହରୀ ମଣ୍ଡପ ଠାରେ ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ କନ୍ୟା ପିତାମାତା,ବର ପିତାମାତା ସହ ପଡ଼ାବାସୀଙ୍କ ଉପସ୍ଥିତିରେ କିପରି ଜାକଜମକରେ ଏହି ଯାତ୍ରା ସମ୍ପନ୍ନ ହେବ ସେ ବିଷୟରେ ଆଲୋଚନା କରଯାଇଥିଲା।

ସଭା ଶେଷ ହେବାପରେ କନ୍ୟାପିତା ଏବଂ ବର ପିତାମାତା ପଣ୍ଡିତ ନେତ୍ରା ନନ୍ଦ ମିଶ୍ରଙ୍କ ମନ୍ତ୍ର ଉଚ୍ଚାରଣରେ ପୂଜା କାର୍ଯ୍ୟ ସମ୍ପନ୍ନ ହେବା ପରେ ଶୀତଳ ଷଷ୍ଠୀ ପାଈଁ ଭକ୍ତଙ୍କ ଉପସ୍ଥିତିରେ ଥାଳ ଉଠିଥିଲା। ଚଳିତ ବର୍ଷ କନ୍ୟା ପିତାମାତା ଭାବେ ସର୍ଗିଗୁଡ଼ା ଅଶୋକ ନଗର ନିବାସୀ ଶଙ୍କର ଲାଲ ଶର୍ମା ଏବଂ ତାଙ୍କର ଧର୍ମପତ୍ନୀ ଉମାଦେବି ଶର୍ମା ହୋଇଥିବା ବେଳେ ବର ପିତାମାତା ଭାବେ ହାଟପଦା ପଡ଼ାର କୁନୁ ଦାସ ଏବଂ ସପତ୍ନୀ ମମତା ଆଚାର୍ଯ୍ୟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏହି ବୈଠକରେ ଲିଙ୍ଗରାଜ ସାହୁ, ପ୍ରଭାକର ସରାଫ, ଶ୍ରୀପତି ସାହୁ, ଦେବେନ ବେହେରା, ଗୋବିନ୍ଦ ସାହୁ, ଧଳା କାହୁଁ ବୁଡେକ, ସୁଧୀର ଘଡେ଼ଇ, ଗୌରି ପଟ୍ଟନାୟକ, ସଞ୍ଜୀବ ତ୍ରିପାଠୀ, ସଂଜିତ ସିଂହ୍ନ।, ସିବୁନ ବାଗ, ପରମାନନ୍ଦ ବେହେରା, ରିଲୁ ମିଶ୍ର, ରଞ୍ଜନ ସାହୁ, ସୁବୋଧ ସାହୁ, ରାଜା ବଗର୍ତ୍ତି ୟାଦଵ, ପର୍ଶୁରାମ ନାୟକ, ମନୋରଞ୍ଜନ ମହାରଣା, ନରେନ୍ଦ୍ର ସାହୁ, ନାରାୟଣ ସାହୁ, ସତ୍ୟଜିତ ଷଡଙ୍ଗୀ, ବାସନ୍ତୀ ବୁଡେକ, ବିନୋଦିନୀ ବେହେରା, ପୁଷ୍ପା ସାହୁ, କାମିନୀ ସାହୁ, ରଶ୍ମିତା ଷଡଙ୍ଗୀ, ସୁକାନ୍ତି ସାହୁ, ରସ ବେହେରା, କୁନ୍ତଳା ବେହେରା, ଯୁକ୍ତା ସାହୁ, ଶ୍ରାବଣୀ ବାଗ, ମୀନାକ୍ଷୀ ତରିଆ, ମୀନା ପାଢୀ ସମେତ ବହୁ ମାତ୍ରାରେ ଜନସାଧାରଣ ଉପସ୍ଥିତ ଥିଲେ। ଟିଟିଲାଗଡରୁ  ରିପୋର୍ଟ।

Related Post

କିଆରେଶ୍ୱର ଅଂଚଳରେ ଥିବା ବେଆଇନ ଜବର ଦଖଲକାରୀଙ୍କୁ ଉଚ୍ଛେଦ 

Posted by - May 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ପକ୍ଷରୁ କିଆରେଶ୍ୱର ଅଂଚଳରେ ଥିବା ବେଆଇନ ଜବର ଦଖଲ କାରୀ ଙ୍କୁ ଉଚ୍ଛେଦ କରାଯାଇଛି। ଆଗକୁ ଲଘୁଚାପ ଜନିତ…

ଥୁଆମୂଳ ରାମପୁରରେ କାଳବୈଶାଖି, ଉଡିଲା ଆଜବେଷ୍ଟସ ,ଅସହାୟ ଅବସ୍ଥାରେ ୧୦ ଗୋଟି ପରିବାର

Posted by - June 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ଗ୍ରାମରେ ରବିବାର କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି।କାଳବୈଶାଖି ଯୋଗୁଁ…

ସମ୍ବଲପୁରି ହପ୍ତା ଉଦ୍‌ଘାଟିତ

Posted by - December 26, 2021 0
ସମ୍ବଲ୍‌ପୁର:(ରମାକାନ୍ତ ବିଶ୍ବାଳ) ସ୍ଥାନୀୟ ବିଶାଲଖିଣ୍ଡା ଗାଁରେ ସମ୍ବଲ୍‌ପୁରି ଭାସା ଏକାଡ଼େମି ଆଡ଼ୁ ସମ୍ବଲପୁରି ହପ୍ତା ଛାତ୍ର ଛାତ୍ରୀଙ୍କ ଦ୍ବାରା ସାମୁହିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହା…

ଅପୁଂଟା ବାଣର ବାରୁଦରେ ନିଆଁ ଲଗାଇ ଗୁରୁତର ହୋଇଥିବା ଶିଶୁ ଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର

Posted by - December 14, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅପୁଂଟା ବାଣର ବାରୁଦରେ ନିଆଁ ଲଗାଇ ଗୁରୁତର ହୋଇଥିବା ଶିଶୁ ଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର । ଯାଜପୁର ଜିଲା କୁଆଖିଆ ଥାନା…

କଳାହାଣ୍ଡି ରେ ରବି ଋତୁ ଧାନ କ୍ରୟ ପାଇଁ ଜିଲ୍ଲାସ୍ତରୀୟ କମିଟି ବୈଠକ

Posted by - April 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଚଳିତ ରବି ଋତୁରେ ଉତ୍ପାଦିତ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼…