Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ

53 0

ଭୁବନେଶ୍ୱର:(ପାୟଲ ରାଉତ ) ଆଜି ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀମତୀ ପାର୍ବତୀ ପଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୂପରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୀର୍ଘ ଏକ ବର୍ଷ ହେବ ନୟାଗଡ଼ ରେ ଏକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରୁଥିଲେ।ସେ ପୂର୍ବରୁ ମଧ୍ୟ ଉକ୍ତ ବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଭାବରେ ଦାୟିତ୍ୱ ରେ ଥିଲେ। ସେ ଛାତ୍ରଛାତ୍ରୀ ବତ୍ସଚଳ।

ସେ ପିଲା ମାନଙ୍କୁ ସ୍ନେହ କରନ୍ତି।ସେ ସଦା ସର୍ବଦା ପିଲା ମାନଙ୍କ ର ଉନ୍ନତି କାମନା କରି ଥାନ୍ତି।ବିଦ୍ୟାଳୟ ପାଇଁ ସବୁ ବେଳେ ନିଜକୁ ଆଗରେ ରଖିଥାନ୍ତି। ପିଲା ମାନଙ୍କ ର ସୁଖ ଦୁଃଖରେ ରହି ସମସ୍ତ କାର୍ଯ୍ୟ ସୁଚାର ରୂପରେ ସମ୍ପାଦନ କରିଥାନ୍ତି। ବିଦ୍ୟାଳୟର ସମସ୍ତ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଥାନ୍ତି। ବର୍ତ୍ତମାନ ସେ ପୁନଶ୍ଚ କାର୍ଯ୍ୟ ଭାର କରି ଥିବାରୁ ଅଂଚଳବାସୀ ଏବଂ ପିଲା ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି।

Facebook Notice for EU! You need to login to view and post FB Comments!

Related Post

ଅଧିକ ଯୌତୁକ ଦେଇ ନ ପାରିବାରୁ ବୋହୁକୁ ଏସିଡ ଢ଼ାଳି ହତ୍ୟା ଉଦ୍ୟମ

Posted by - September 24, 2019 0
ଅଧିକ ଯୌତୁକ ଦେଇ ନ ପାରିବାରୁ ବୋହୁକୁ ଏସିଡ ଢ଼ାଳି ହତ୍ୟା ଉଦ୍ୟମ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା କରଦା…

ଯାଜପୁର ର ସଂସ୍କୃତ ଟୋଲ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି

Posted by - June 27, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ର ସଂସ୍କୃତ ଟୋଲ ର ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଵ ପ୍ରସାଦ…

ଯଜ୍ଞ ପଡ଼ିଆର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ତଦାରଖ କଲେ ବିଧାୟିକା ପ୍ରମିଳା ମଲ୍ଲିକ

Posted by - January 7, 2022 0
ଯାଜପୁର:ବିଂଝାରପୁର ଯଜ୍ଞ ପଡ଼ିଆର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ତଦାରଖ କଲେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ। ଏଠାରେ ହେବାକୁ ଥିବା ଷ୍ଟାଡିୟମ ଓ ପଥର ପ୍ୟାକିଙ୍ଗ କାର୍ଯ୍ୟର…

ଚାରି ଦଫା ଦାବି ନେଇ ଗ୍ରାମବାସୀ ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେବା ପରେ ଚେତା ପଶିଲା ରେଲୱେ ଠିକା ସଂସ୍ଥା ର

Posted by - December 24, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ଖୋର୍ଦ୍ଧା -ବଲାଙ୍ଗୀର ରେଲୱେ କାମ ହେଉଥିବା ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣା ପାଣି ନିକଟରେ ଏହି ରେଲୱେ କାମ ହେବା ଫଳରେ…

ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ,ଭାରତ ସରକାର ଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ଥ୍ ନେହେରୁ ଯୁବ କେନ୍ଦ୍ର ତରଫରୁ clean india drive ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ…