ବୌଦ୍ଧ ଜିଲ୍ଲା ରେ ଜିଲ୍ଲା ପ୍ରଶାସନ ଦ୍ୱାରା ବୁଦ୍ଧ ପୂର୍ଣ୍ଣମା ପାଳିତ

107 0

ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ନେଇ ଓଡିଶା ପ୍ରଦେଶ ରେ ଏକ ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ରେ ଆଜି ମହା ଆନନ୍ଦ ରେ ବୁଦ୍ଧ ଜୟନ୍ତୀ ବା ବୁଦ୍ଧ ପୂର୍ଣ୍ଣମା ପାଳିତ ହୋଇଛି!

ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲା ର ଅନ୍ୟ ବିଭାଗୀୟ କର୍ମଚାରୀ ଙ୍କ ସହଯୋଗ କ୍ରମେ ଆଜି ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ମନମୁଣ୍ଡା,ବୌଦ୍ଧ ବ୍ଲକ ର ବାଲାସିଙ୍ଗ ବୌଦ୍ଧ ପାର୍କ, ବୌଦ୍ଧ ରାଜବାଟି ବୌଦ୍ଧ ପାର୍କ, ବୌଦ୍ଧ ବାଘଗୁଡା ଛକ, ଗାନ୍ଧରlଡ଼ୀମନ୍ଦିର, ବାଲାସିଙ୍ଗ ମହୁଲ ମୂଳ,ହରଭଙ୍ଗା ବ୍ଲକ ର ଶ୍ୟାମସୁନ୍ଦରପୁର ଠାରେ ଥିବା ବୌଦ୍ଧ ମନ୍ଦିର, ରାମଗଡ ପଂଚାୟତ ପ୍ରଗଲପୁର ଠାରେ ଥିବା ବୁଦ୍ଧ ମନ୍ଦିର, ଆଡେଣି ଗଡ଼ ପଂଚାୟତ ମାଧପୁର ଆଦି ସ୍ଥାନରେ ଆଜି ବୁଦ୍ଧ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି!ଏହାକୁ ନେଇ ଆଜି ଠୁ ବୌଦ୍ଧ ଜିଲ୍ଲା ର ପ୍ରତ୍ୟେକ ସ୍ଥାନରେ ବୌଦ୍ଧ କୀର୍ତ୍ତିରାଜି, ଐତିହ୍ୟ ଦେଖିବାକୁ ମିଳିବ

 

Related Post

୫ ଲକ୍ଷ ଟଙ୍କା ର କାମ ମାଟି ରେ ମିଶିଲା

Posted by - September 16, 2021 0
ବରଗଡ;ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅଧିନସ୍ଥ ଧୂମାଭଟା ଗ୍ରାମ ରେ ଥିବା ଏକମାତ୍ର ବ୍ୟବହୃତ ପୋଖରୀ ର ମାଟିକାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ…

ଶୀତଲଷଷ୍ଟି ଯାତ୍ରା ପାଇଁ ସମସ୍ତ ଯାତ୍ରା କମିଟି ର ପତ୍ରପେଣ୍ଡି ସଂପନ୍ନ

Posted by - June 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ର ପ୍ରସିଦ୍ଧ ଶୀତଲଷଷ୍ଟି ଯାତ୍ରା ପାଇଁ ସହରର ସମସ୍ତ ଯାତ୍ରା କମିଟି ପକ୍ଷରୁ ପତ୍ରପେଣ୍ଡି ନିତି ଟି ସମାପିତ ହୋଇଛି । ସହରର…

ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର,କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

Posted by - July 18, 2019 0
କେନ୍ଦ୍ରାପଡ଼ା : ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ…

ଖାଦାନରେ ଚଢ଼ଉ,୨.୬କୋଟି ଟଙ୍କାର ପଥର ଜବତ, ୩ ହାଇୱା ଅଟକ

Posted by - January 30, 2019 0
ଯାଜପୁର: ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ ବିବାଦ ଏବେ ଏନଜିଟି ଓ ସୁପ୍ରିମକୋର୍ଟ ର ବିଚାରଧୀନ ଥିବା ବେଳେ ଧର୍ମଶାଳା ତହସିଲଦାର ଓ ପୁଲିସ ଫୋର୍ସ ଆଜି…

ନୀଳଗିରି ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

Posted by - June 10, 2019 3
ବାଲେଶ୍ଵର:ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦୁଇଟି ବିଭାଗର ମନ୍ତ୍ରୀ ହେବାପରେ ଗତକାଲି ରାତିରେ ନିଜ ନୀଳଗିରି ସ୍ଥିତ ନିଜ ଭିଟାମାଟି ଗୋପୀନାଥପୁର ଶାସନକୁ ଆସିଥିଲେ । ମନ୍ତ୍ରୀଙ୍କୁ…