ନବରଙ୍ଗପୁରରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ବାର୍ଷିକ ଉତ୍ସବ ପାଳିତ

154 0

ନବରଙ୍ଗପୁର :(ବେଣୁ ଗୋପାଳ ରାଓ ) ନବରଙ୍ଗପୁର ବୈଭଵ କଲ୍ୟାଣ ମଣ୍ଡପରେ ଆଜି ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି ! ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଯୋଗଦେଇ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ !

ସମ୍ମାନିତ ଅତିଥି ଭାବେ ଶ୍ରୀ ଆର. ଅଭିମନ୍ୟୁ, ସମ୍ମାନିତ ଭକ୍ତା ଭାବେ ବରଗଡ ର ବାଗ୍ନୀ ଓମ ପ୍ରକାଶ ଯୋଶୀ ଏବଂ କୁଞ୍ଜ ବିହାରୀ ପାଠାଗାର ର ସଭାପତି ଶ୍ରୀ ନାରାୟଣ ପଣ୍ଡା ଯୋଗଦେଇ ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାର ର ସମ୍ପୂର୍ଣ ବିଭରଣୀ ପାଠ କରିବାସହ ପାଠାଗାର ର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ କହିଥିଲେ !

ଏହି ବାର୍ଷିକ ଉତ୍ସବ ରେ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ତିନି ଜଣବ୍ୟକ୍ତି ବିଶେଷଙ୍କୁ ମାନପତ୍ର ସହ ଉପଡ଼ଙ୍କନ ଦେଇ ସମ୍ମାନିତ କରାଯାଇଥିଲା ! ପରେ ଏକ କବିତା ପାଠଉତ୍ସବ ଅନୁଷ୍ଠିତ ହେଇଥିଲା ବିଭିନ୍ନ ବ୍ଲକ ରୁ ଆସିଥିବା କବି ମାନେ ନିଜ ନିଜ ର କବିତା ପାଠ କରିଥିଲେ ! ଶେଷରେ କୁଞ୍ଜ ବିହାରୀ ପାଠାଗାର ର ସମ୍ପାଦକ ଶ୍ରୀ ରଜନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ !

Related Post

ଖଡିଆଳ ପ୍ରାଚୀନ ଶିବ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ପାଳିତ

Posted by - January 14, 2022 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ପବିତ୍ର ଏବଂ ପ୍ରାଚୀନ ଶିବ ମନ୍ଦିର ରେ ପାଳିତ ହେଉଅଛି ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମକର ସ୍ନାନ ଓ…

ମାଇକ୍ରୋଫାଇନାସ୍ କମ୍ପାନିର କର୍ମଚାରି ମହିଳାଙ୍କୁ ଜୁଲମ୍

Posted by - July 4, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ରବିବାର ଦିନ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କ ରୁ ସତାଧିକ ମହିଳା micro finance କମ୍ପାନୀ ବିରୋଧ ରେ ଯୁଦ୍ଧନ୍ଦେହୀ ଡାକରା ଦେଇ…

ଅଭିଯୁକ୍ତ ଆକ୍ରମଣରେ ଜୟପାଟଣା ଥାନା ଅଧିକାରୀ ଆହତ, ଅନ୍ୟ ଦୁଇ ଗୁରୁତର

Posted by - January 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜୈନିକ ଅଭିଯୁକ୍ତ କୁ ଧରିବା ପାଇଁ…

ରାସ୍ତାକଡ଼ ଦେକାନିଙ୍କୁ ଉଚ୍ଛେଦ ସହ ଭେଣ୍ଡିଁଙ୍ଗ ଜୋନରେ ୧୧ ଜଣ ଙ୍କୁ ଥଇଥାନ

Posted by - November 21, 2021 0
ଟିଟିଲାଗଡ: ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଅହେତୁକ ଯାନ ବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବର୍ ଦଖଲ ଯୋଗୁଁ ଦିନ…

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…