Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଇତିହାସ ରଚିଲା ଭାରତ, ଥୋମାସ କପ୍ ରେ ଇଣ୍ଡୋନେସିଆ କୁ ୩-୦ରେ ପରାସ୍ତ କରି ପ୍ରଥମ ଥର ହେଲା ଚାମ୍ପିୟନ

209 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଥୋମାସ କପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି ଭାରତ। ପ୍ରଥମ ଥର ପାଇଁ ଫାଇନାଲରେ ବିଜୟ ହାସଲ କରି ସ୍ଵର୍ଣ୍ଣ ପଦକ ଜିତିଛି। ୧୪ ଥର ଚାମ୍ପିୟନ ହୋଇଥିବା ଇଣ୍ଡୋନେସିଆ କୁ ଫାଇନାଲ ରେ ପରାସ୍ତ କରିଛି। ୭୩ ବର୍ଷର ଥୋମାସ କପ ଇତିହାସରେ ପୂର୍ବରୁ ୫ ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି।

ଭାରତ ପକ୍ଷରୁ ସାତ୍ୱିକ ରାଜ ରଙ୍କାରେଡି ଓ ଚିରାଗ ସେଟ୍ଟୀ ଏବଂ କିଦାମ୍ବି ଶ୍ରୀକାନ୍ତ ଓ ଲକ୍ଷ୍ଯ ସେନ ସେମାନଙ୍କର ମୁକାବିଲାରେ ବିଜୟ ହାସଲ କରି ଭାରତ ପାଇଁ ଏହି ସଫଳତା ଆଣିଛନ୍ତି। ଭାରତୀୟ ଦଳ ର ବିଜୟ ପରେ ପୁରା ଭାରତ ଏହି ବିଜୟ ଉତ୍ସବ ପାଳନ କରୁଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ଯ ଦଳ କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବ୍ୟାଡମିଣ୍ଟନ ଦଳ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର। ଥୋମାସ କପ ରେ ଏୈତିହାସିକ ସଫଳତା ପାଇଁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି।

Related Post

ନୂତନବର୍ଷକୁ ସ୍ୱାଗତ କରିବାପାଇଁ ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - December 26, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ) ରେଙ୍ଗାଲିରେ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ୍ୟ କୋଭିଡ ନିୟମ ପାଳନ କରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି…

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ଜିଲ୍ଲାସ୍ତରୀୟ କୃତୀଖେଳାଳୀ ଚୟନ 

Posted by - September 12, 2019 0
ମୟୁରଭଞ:୧୭ବର୍ଷରୁ କମ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲା  ମୋରଡାବ୍ଲକ ଚିତ୍ରଡା ସ୍ଥିତ ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟ…

ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଟିଟିଲାଗଡର ମିନା ସୁନାଙ୍କୁ ମିଳିଲା ରୋପ୍ୟ ପଦକ

Posted by - December 24, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଚଳିତ ମାସ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଗୁଜୁରାଟର ସୁରଟ ସହରରେ ଅନୁଷ୍ଠିତ ହୋଇଥିବା ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ…