Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଚାଷ ଜମିରୁ ହାତୀ ଛୁଆ ଉଦ୍ଧାର

195 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ମଦନପୁର ରାମପୁର, ଆଦି ବ୍ଳକ ରେ ହାତୀ ଉପଦ୍ରବ ଦିନ ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ଏକ ଶିଶୁ ମାଇ ହାତୀ ମୂଷାନାଳ ସେକସନ ର ପାହାଡ଼ପଦର ପଞ୍ଚାୟତ ଶିମେଲପଦର ଗ୍ରାମ ନିକଟସ୍ଥ ଚାଷ ଜମିରୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।

ହାତୀ ଛୁଆ କାଦୁଅ ମଧ୍ୟରେ ରହିଯାଇଥିବା ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗ କୁ ଖବର ଦେବା ପରେ ବିଶ୍ଵନାଥପୁର ରେଞ୍ଜର ନରୋତ୍ତମ ମାଝୀ ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ ବନ ବିଭାଗ କର୍ମଚାରୀ ଏବଂ ଲାଞ୍ଜିଗଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସିଂ, ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ବିଶ୍ଵଜିତ ମିଶ୍ର ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆ ଟିକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ ସମ୍ବାଦ ଲେଖାହେବା ବେଳକୁ ହାତୀ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସିଥିବା ଜଣାପଡିଛି।

Related Post

ବଜ୍ରାଘାତରେ ବୃଦ୍ଧ ସମେତ ୮ବଳଦ ୧ ଗାଈ ମୃତ

Posted by - May 2, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଗୈ।ଣିଘଷା ଗ୍ରାମର ସକଳ ଦେହୁରୀ(୬୫) ଗୋରୁ ଚରାଇବାକୁ ନେଉଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ ଘଟିଛି। ପରିବାର ଲୋକଙ୍କ…

ଜହ୍ନାପଙ୍କରେ ସ୍ଵାଧୀନତାର ଅମୃତ ମହତ୍ସଵ ପାଳିତ

Posted by - August 25, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)୨୪/୮;ବୌଦ୍ଧ ବ୍ଲକ ଜହ୍ନାପଙ୍କଠାରେ ସ୍ଵାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହତ୍ସଵ ପାଳିତ ହୋଇଯାଇଛି।ବୌଦ୍ଧ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଏବଂ ମାରୁତି ଯୁବକ ସଂଘ ପକ୍ଷରୁ…

ଶିକ୍ଷକ ବଦଳି ପ୍ରତିବାଦ ରେ କନଗାଁ ବିଦ୍ୟାଳୟ ସମ୍ମୁଖ ରେ ଅଭିଭାବକ ଙ୍କ ଧାରଣା

Posted by - January 3, 2022 0
ପାଟଣାଗଡ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦ ରେ ସୋମବାର ଅଭିଭାବକ ମାନେ ବିଦ୍ୟାଳୟ…

ବନ୍ଦ ଥିବା ଲଜରୁ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ସହର ତଥା ୨୬ ନମ୍ବର ଜାତୀୟ ରାଜପଥ କଡ଼ ତେଲିସାହି ଛକରେ ବନ୍ଦ ହୋଇ ରହିଥିବା ସନ୍ତୋଷୀ ଲଜରେ କାମ କରୁଥିବା…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

Posted by - March 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି…