Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପ୍ରଥମ ଏଜୁକେସନ ଫାଉଣ୍ଡେସନ ତରଫରୁ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର

95 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ପ୍ରଥମ ଏଜୁକେସନ ଫାଉଣ୍ଡେସନ ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ଆନୁକୂଲ୍ୟରେ ରାଜ୍ୟ ସଂଯୋଜକ ହିମାଂଶୁ ପତି, ଜିଲ୍ଲା ସଂଯୋଜିକା ଦିପ୍ତିମୟୀ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ଭୈରବୀ କନିଷ୍ଠ ମହାବିଦ୍ୟାଳୟ,ପୁରୁଣାକଟକ ପରିସରରେ ଏକ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା ବଦଳରେ ଶିକ୍ଷା କାର୍ଯ୍ୟକ୍ରମକୁ ଗାଁ ଗହଳିରେ ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ପହଂଚାଇବା ଲାଗି ଅନୁଷ୍ଠାନର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ.ରାଜ୍ୟ ସ୍ତରରୁ ଭାଗ୍ୟଲଷ୍ମୀ ପୃଷ୍ଟି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗାଁ ଗାଁରେ ପିଲାଙ୍କର ଭାଷା ଓ ଗଣିତର ମୌଳିକ ଦକ୍ଷତା ବୃଦ୍ଧି ଦିଗରେ ଏପରି ତାଲିମ ଶିବିରର ଆବଶ୍ୟକତା ରହିଛି ବୋଲି ନିଜସ୍ୱ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ତାରାମଣି ପ୍ରଧାନ, ଏବିଇଓ ସ୍ୱରାଜ କଂହର, ସି ଆର ସି ସି ଫୁଲଚନ ନାଏକ, ଅଧ୍ୟାପକ ପ୍ରଶାନ୍ତ ସେଠି,ସଦାଶିବ ଜେନା, ପ୍ରଦୋଷ ପ୍ରଧାନ, ଅଧ୍ୟାପିକା ରୁବିନା ଷଡ଼ଙ୍ଗୀ ଆଦି ଅତିଥି ମାନଙ୍କ ଗହଣରେ ପ୍ରଥମ ବ୍ଲକ ସଂଯୋଜକ ଉପେନ୍ଦ୍ର ବେହେରା,ଜଗବନ୍ଧୁ ମହୋ ମାନସିଂ, ଶିବ ପ୍ରସାଦ ଦାସ, ସମ୍ବିତ ହୋତା, ବିଦ୍ୟାଧର ବେହେରା, ଅନୁ ସୁନା,ସମୀକ୍ଷା ରାଣୀ ଜେନା, ସରୋଜିନୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ.କାର୍ଯ୍ୟକ୍ରମ ଶେଷରେ ଉପେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ.

Related Post

ସେବା ସମବାୟ ସମିତି ନିର୍ବାଚନ : ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ବିଜେଡ଼ି ଦଖଲରେ

Posted by - June 27, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଭଳି ସମବାୟ ସମିତି ନିର୍ବାଚନରେ ମଧ୍ୟ ବିଜେଡ଼ି କରିଛି ବାଜିମାତ୍ I…

କେନ୍ଦୁଝର କୁ ପାଣ୍ତିଆନ ଙ୍କ ଗସ୍ତନେଇ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟ ସଫେଇ,

Posted by - October 12, 2019 0
କେନ୍ଦୁଝର,୧୧/୧୦ ଆସନ୍ତା ୧୪ରିଖ କେନ୍ଦୁଝର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ୫ଡ଼ି ସଚ଼ିବ ପାଣ୍ତିଆନ ଗସ୍ତନେଇ ଆଜି ମୁଖ୍ୟ ଚ଼ିକିତ୍ସାଳୟ ଯୁଦ୍ଧ କାଳୀନ ସ୍ଥିତିରେ କେନ୍ଦୁଝର ପୈାରପାଳିକା…

‘ଉତ୍ସର୍ଗ’ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଖାଦ୍ୟ ବଂଟନ

Posted by - September 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ରବିବାର ସଂନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ଓ…

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Posted by - September 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଭାଗିରଥି ପାର୍କ ସନ୍ନିକଟ ନାଳା…