Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ

152 0

ଯାଜପୁର  :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ । ମୃତକ ହେଲେ ଚଇନପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଝିଅ ରଶ୍ମିତା ପୁଷ୍ଟି । ରଶ୍ମିତା ବର୍ଷେ ତଳେ  ଝୁମ୍ପୁରୀ ଗାଁର ବାବନ ପୁଷ୍ଟି ଙ୍କ ପୁଅ ବିକାଶ ପୁଷ୍ଟି କୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ l

ରଶ୍ମିତା ଙ୍କ ଝୁଲନ୍ତା ଶବ ଉଦ୍ଧାର କରଯାଇଥିଲା। ଯୌତୁକ ପାଇଁ ହତ୍ୟାକାଣ୍ଡ ହୋଇଥିବା ବାପା ଘର ଲୋକେ ଅଭିଯୋଗ ଆଣିଛନ୍ତି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରରଖାନାରେ ଭର୍ତି କରାଯାଇ ମଙ୍ଗଳପୁର ଥାନାରେ  ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

Related Post

5-ଟିରେ ବଳିପଡିଲେ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ।ମିଳିଲା ବାଧ୍ୟତାମୂଳକ ଅବସର ।

Posted by - October 12, 2019 38
ଅନୁଗୋଳ:(ମହେଶ ଭୋମରାଜ)ରାଜ୍ୟ ସରକାର ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଯାଇଛି ।ଏହି  ଅଫିସର ଜଣକ ହେଲେ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର…

ଖପ୍ରାଖୋଲ ରେ ସିଆରପିଏଫ ତରଫରୁ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Posted by - July 23, 2022 0
ଖପ୍ରାଖୋଲ: ୨୩/୭(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଆର୍ଚେରୀ ଖେଳ ପଡିଆ ଠାରେ ସିଆରପିଏଫ୍ ୧୮୯ ବ୍ୟାଟେଲିଏନ ତରଫରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା…

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…

ପ୍ରଗଳପୁର ଗ୍ରାମରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ

Posted by - October 6, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ରିଖ ମଙ୍ଗଳ ବାର ଦୀନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମପଂଚାୟତ ରେ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଯୁବ…

ବାଲି ବୋଝେଇ ଟ୍ରାକ୍ଟର ଦ୍ୱାରା ଦୁର୍ଘଟଣା ଶୀକାର ହେଲା ତହସିଲଦାରଙ୍କ ଗାଡି

Posted by - November 26, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ଚୋରା ବାଲି ଚାଲାଣ ରୋକିବାକୁ ଯାଇ ବାଲି ବୋଝେଇ ଟ୍ରାକ୍ଟର ଦ୍ୱାରା ଦୁର୍ଘଟଣା ଶୀକାର ହେଲା ତହସିଲଦାରଙ୍କ ଗାଡି । ଆଉ ଅଳ୍ପକେ ବର୍ତିଲେ ତହସିଲଦାର…