ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି

177 0

ବାରଙ୍ଗ:(ସନ୍ତୋଷ ରାଉତ )ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ୩୨ ନମ୍ୱର୍ ଜୋନରେ ବାରଙ୍ଗ ବିଜେପି କରୁଛି ଶସ୍ତା ରାଜନୀତି। ବାଙ୍କୀ ନର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଦେବୀ ରଂଜନ ତ୍ରିପାଠୀ।ଆଜି ଏକ ପ୍ରେସ ମିଟ୍ ରେ କହିଛନ୍ତି ଯେ,ବାରଙ୍ଗ ୩୨ ନମ୍ୱର୍ ଜୋନର ୮ ପଞ୍ଚାୟତ ସମସ୍ତ ଲୋକ ମାନଙ୍କୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନାଁରେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେପି ଭୁଆଁ ବୁଲାଉବା ସହ ଶସ୍ତା ରାଜନୀତି କରୁଛି।

ଗତ ୫ ଦିନ ତଳେ ବାରଙ୍ଗ ବିଜେପି ପକ୍ଷରୁ ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀଙ୍କୁ ବାରାଙ୍ଗରେ ପାନୀୟ ଜଳ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଯାହାକୁ ଭିତ୍ତିକରି ବାରଙ୍ଗ ବିଜେପି ସସ୍ଥା ରାଜନୀତି କରୁଥିବା ବେଳେ ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୬ଟି ପଞ୍ଚାୟତ ବାସୀଙ୍କ ଘରେ ଘରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି ।

Related Post

ବାଲିଆପାଳ ବ୍ଲକ ହରିଜନ ସେଲ୍ ସଭାପତି ପୂର୍ବତନ ସରପଂଚ ମହେଶ୍ୱର ଜେନା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ

Posted by - December 18, 2021 0
ବାଲିଆପାଳ:ଗରିବ ର ବନ୍ଧୁ ଅସହାୟ ର ସାହାରା ସେ ନିରାଶ୍ରୟ ଙ୍କ ଆଶ୍ରୟ ସେ। ରାସ୍ତା ରେ ଯାଉଥିବା ବେଳେ କେହି ଅଟକାଇଲେ ହସି ହସ ମୁହଁ…

କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ଡାକରା

Posted by - September 7, 2021 0
ବୌଦ୍ଧ ୬/୯(ଚିତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ଡାକରାରେ ଆଜି 06 ଘଣ୍ଟିଆ ବୌଦ୍ଧ ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି l ବୌଦ୍ଧ…

ମମିତା ମେହେର ହତ୍ୟା କାଣ୍ଡ, ର ସିବିଆଇ ତଦନ୍ତ ଓ ନ୍ୟାୟ ଦାବୀ ରେ କ୍ୟାଣ୍ଡେଲ ଶୋଭାଯାତ୍ରା

Posted by - November 2, 2021 0
ନୀଳଗିରି:( ସୌମ୍ୟା ସାଇ ବାରିକ)ନୀଳଗିରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ, ସନ୍ଧ୍ୟାରେ, ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି.। ସାରା ରାଜ୍ୟରେ, ଶାସକ ଦଳ ଓ ବିରୋଧୀ…

କଳାହାଣ୍ଡି ଜିଲ୍ଲା କଂଗ୍ରେସ ର ବନ୍ଦ ଡାକରା,ଜିଲ୍ଳାକାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ

Posted by - November 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଙ୍କ ଲୋମହର୍ଷଣକାରୀ ଜଘନ୍ୟ ହତ୍ୟା କାଣ୍ଡ…

ବରୀ ବିଜେଡି ପ୍ରାର୍ଥୀ ଚୟନ ପରେ ଦଳରୁ ମୁହଁ ଫେରାଉଛନ୍ତି ପୁୁରୁଖା କର୍ମୀ

Posted by - April 10, 2019 0
ବରୀ ୯/୪ ଯାଜପୁର ଜିଲ୍ଲାର ୭ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଚର୍ଚ୍ଚା ଘେରରେ ରହିଥିବା ବରୀ ନିର୍ବାଚନ ମଣ୍ଡଳୀ ଆଜିବି ଚର୍ଚ୍ଚା ଘେରରେ ଗତ ୨୦୦୦ ମସିହାରୁ…